Hot Posts

6/recent/ticker-posts

ଚଳନ୍ତା ଟ୍ରେନ ରୁ ଖସି ଜଣେ ମୃତ

ନର୍ଲା, ୨୪/୦୪ ( ବିଷ୍ଣୁ ଚରଣ ସ୍ୱାଇଁ ) : ଗତ କାଲି ରାତି ରେ ଏଲେପି ରୁ ଧାନବାଦ କୁ ଯାଉଥିବା ଏକ୍ସପ୍ରେସ ଟ୍ରେନ ରୁ ଖସି ଜଣେ ବ୍ୟକ୍ତି ଙ୍କ ମୃତୁ ଘଟିଥ‌ିବା ସୂଚନା ମିଳିଛି ଏହି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ନର୍ଲା ରୋଡ ରେଳ ଷ୍ଟେସନ ଓ ରୁପ୍ରା ରୋଡ ରେଳ ଷ୍ଟେସନ ମଝିରେ ! ମୃତ ବ୍ୟକ୍ତି ଙ୍କ ଶବ ବର୍ତମାନ ନର୍ଲା ମେଡିକାଲ ରେ ଥୂବାବେଳେ ତାଙ୍କ ପକେଟ ରେ ଥିବା ଟ୍ରେନ ଟିକେଟ ଓ ଡ୍ରାଇଭିଂ ଲାଇସେନ୍ସ ରୁ ତାଙ୍କ ନା ରାଜେନ୍ଦ୍ର ତୁରୀ ଓ ତାଙ୍କ ଘର ଝାରଖଣ୍ଡ ଅଞ୍ଚଳ ର ବୋଲି ଜଣା ପଡୁଛି.!