ଧାମରା ପୋର୍ଟରେ ଟ୍ରକ ଓ ଟ୍ରିପର ସଙ୍ଗତସରଫରୁ ଆମରଣ ଅନଶନ।
ଧାମରା, ୨୩/୦୭ ( ନବଦୂତ ) : ସୁଚନା ମୁତାବିକ-ଭଦ୍ରକ ଜିଲ୍ଲା ,ଧାମରା ପୋର୍ଟରେ ରୋଜଗାର ଓ ପରିବହନ କ୍ଷେତ୍ର ରେ ଭଦ୍ରକ ମୂଳ ବାସୀନ୍ଧା ଙ୍କୁ କାର୍ଯ୍ୟ ରୁ ବଂଚିତ ପ୍ରତିବାଦ ରେ ଧାମରା ଟ୍ରକ ଓ ଟ୍ରିପର ମାଲିକ ସଂଘ ତରଫରୁ, ପୋର୍ଟ ରେ ଆମରଣ ଅନଶନ କରିଛନ୍ତି। ତଥା ଅନଶନ କାରୀଙ୍କ କହିବା ଅନୁଯାଇ, ଅନ୍ୟ ଦେଶରୁ (ବଙ୍ଗଳାଦେଶ) ରୁ ଲୋକ ଆସୀଏଠାରେ କାର୍ଯ୍ୟ କରୁଛନ୍ତି, ମାତ୍ର ଏଠାକାର ମୂଳ ବାଦୀନ୍ଧା ଲୋକଙ୍କୁ ବଂଚିତ,ପରୀବହନ ବିଭାଗ ର ରୋଜଗାର କାମ।ଏହା ପ୍ରତିବାଦ ରେ ଟ୍ରକ ଓ ଟ୍ରିପର ମାଲିକସଙ୍ଘ ଆଜି ଆମରଣ ଅନଶନ କରିଥିବାର ସୂଚନା ମିଳିଛି।
ମାନସ କୁମାର ସାହୁ