Hot Posts

6/recent/ticker-posts

ବିଷମ କଟକ ରେ ଦିନକୁ ଦିନ ପାଣି ର ସମସ୍ୟା ଲାଗି ରହିଛି

ରାୟଗଡା, ୧୯/୦୭ ( ଭି. ଗୌରି ଶଙ୍କର ରାଓ ) : ରାୟଗଡା ଜିଲ୍ଲା ବିଷମ କଟକ ରେ ପୁଣି ଥରେ ପାଣି ର ସମସ୍ୟା ଦେଖିବାକୁ ମିଳିଛି କିଛି ଦିନ ତଳେ ଡୁକୁମ ରୋଡସlହି ରେ ପାଣି ର ସମସ୍ୟା ଥିବା ବେଳେ ଅlଜି ବ୍ଲକ କଲୋନୀ ରେ ପାଣି ର ସମସ୍ୟା ଦେଖିବାକୁ ମିଳିଛି ସାହି ର ପ୍ରାୟ 100 ରୁ ଉଦ୍ଧ ପରିବାର ବସବାସା କରୁଥିବା ବେଳେ ପ୍ରାୟ ଚାରି ରୁ ପାଞ୍ଚ ମାସ ହେବ ପାଣି ର ଅସୁବିଧା ଦେଖୀବାକୁ ମିଳିଛି ଏପଟେ ସାହି ଲୋକେ ଜେଇ ଙ୍କୁ ପଚାରିବାରୁ ଜେଇ ଙ୍କ ସ୍ୱାମୀ ଖରାପ ବ୍ୟବହାର କରୁଛନ୍ତି ବୋଲି ସୁଣୀବା କୁମିଳୁଛି ହେଲେ କରିବେ କଣ କହିବେ କାହାକୁ l କିଛି ଉପାୟ ନ ପାଇ ସକାଲୁ ସକାଳୁ ଉଠିବା ବେଳେ ଦେଖିବାକୁ ମିଳୁଛି ହାଣ୍ଡି ମାଠିଆ ରଖି ପ୍ରାୟ 1 ଘଣ୍ଟା ଧରି ପାଣି ପାଁଇଁ 326 ନଂମ୍ବର ରାଜପଥ ଅବରୋଧ କରିଥିବା ଦେଖିବାକୁ ମିଳିଛି 1 ଘଣ୍ଟା ପରେ ପୋଲିସ ପ୍ରସନ ଙ୍କ କଥା ମାନି ମହିଳା ମlନେ ରାସ୍ତାରୁହଟିଥିଲେ ଆଗାମି ଦିନରେ ଯଦି ଏମିତି ହୁଏ ବ୍ଲକ ଆଗରେ ଧାରଣା ଦେବୁ ବୋଲି କହିଛନ୍ତି 


ରାୟଗଡ଼ା ରୁ ଜିଲ୍ଲା ରୁ balll gouri Shankar Rao