Hot Posts

6/recent/ticker-posts

ବନ୍ୟାରେ ବାହ୍ୟଜଗତରୁ ବିଚ୍ଛିନ୍ନ ପଣସପଡ଼ା ଗାଁ, ପୀଡ଼ିତଙ୍କୁ ଭେଟିଲେ ସାଂସଦ

ବରୀ, ୨୦/୦୮ ( ରଂଜିତ ମହାନ୍ତି ) : ଭଅଁରା ପଂଚାୟତ ର ପଣସ ପଡା ଗ୍ରାମବାସୀ ମାନେ ସମ୍ପୂର୍ଣ୍ଣ ଭାବେ ବାହ୍ୟ ଜଗତ ରୁ ବିଛିନ୍ନ.. ବାରମ୍ବାର ବନ୍ୟା ପୀଡିତ ଙ୍କ ସହ ସଦା ସର୍ବଦା ଆମ ବିଜେପି ନେତା ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ଜେନା ମହୋଦୟ. ଆଜି ଆମ ଲୋକ ପ୍ରିୟ ସାଂସଦ ଡ଼ ରବୀନ୍ଦ୍ର ନାରାୟଣ ବେହେରା ମହୋଦୟ ଙ୍କ ବନ୍ୟା ପୀଡିତ ଙ୍କୁ ଭେଟିବା ସହ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ.