Hot Posts

6/recent/ticker-posts

ଜୟପୁର ରେ କଲରା ପତିଆ ବାଘ ଛାଲ ଜବ

ଜୟପୁର, ୦୮/୦୯ ( ଏ. ଭେଙ୍କଟ ରାଓ ) : ଗୁଜୁରାଟ ର ସ୍ୱତନ୍ତ୍ର ଡି ଆର ଆଇ ଟିମ ର ଜୟପୁର ଚଢ଼ାଓ. ଚଢ଼ାଓ ବେଳେ ଜବତ କଲରା ପତରିଆ ବାଘ ର ଛାଲ . ବାଘ ଛାଲ କାରବାର ସମୟ ରେ ମାଡିବସିଲା ସ୍ୱତନ୍ତ୍ର ଗୋଇନ୍ଦା ଟିମ, ବାଘ ଛାଲ ଓ ଅଭିଯୁକ୍ତ ଓ ଜବତ କାର କୁ ଜୟପୁର ବନାଅଞ୍ଚଳ କୁ ହସ୍ତାନର. ଜବତ ହୋଇଥିବାର ବାଘ କୁ ପ୍ରାୟ 6 ମାସ ଆଗରୁ ହତ୍ୟା କରାଯାଇଥିବାର ସୂଚନା. ବାଘ ଛାଲ ଡିଲ କରୁଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି. ଜୟପୁର ଇରିଗେଶନ କଲୋନୀ ଅଞ୍ଚଳ ର ବିଭୁତି ଭୂଷଣ ପାତ୍ର ବୋଲି ବନ ବିଭାଗ ତରଫରୁ ସୂଚନା ଦିଆଯାଇଛି