Hot Posts

6/recent/ticker-posts

ନାବାଳିକା ଝିଆରୀକୁ ଦୁଷ୍କର୍ମ କରି ଦାଦା ଗିରଫ।

ଭଦ୍ରକ, ୦୮/୦୭ ( ନବଦୂତ ) : ସୂଚନା ଅନୁଯାଇ, ଭଦ୍ରକ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଗ୍ରାମାଞ୍ଚଳ ଜେନାସାଇ ଗ୍ରାମରେ ଏକ ଲଜ୍ୟାଜଣକ ଘଟଣା ଘଟିଛି।ନା ବାଳିକା ଝିଆରୀ କୁ ଦୁଷ୍କର୍ମ କରି ପୋଲିସ ରେ ଗିରଫ ହେଲେ ଦୁଷ୍କର୍ମକାରୀ ଦାଦା ସିନୁମୁର୍ମୁ।ଘଟଣା ର ଅନ୍ତେ ଗତଜୁନ ମାସ ରଜପର୍ବ ଦିନରେ ପିଡିତା ନାବାଳିକା ଝିଆରୀ ଘରେ ଏକଲା ଥିବାବେଳେ ଦାଦା ସୁଜୋଗଦେଖି ଝିଆରୀ କୁ ଦୁଷ୍କର୍ମ କରିଥିବା ଘଟଣା ଗତକାଲି ପିଡିତା ର ପରିବାର ଲୋକ ଟାଉନ ଥାନାରେ ଲିଖିତ ଏତାଲା ଦେବାପରେ ଦୁଷ୍କର୍ମ କାରୀ ଦାଦା କୁ ପୋଲିସ ଗିରଫ କରିଥିବାର ସୂଚନା ମିଳିଛି।