Hot Posts

6/recent/ticker-posts

ଗୁଣ୍ଡିଚା ଯାତ୍ରା ପରେ ମାଉସୀ ମା' ମନ୍ଦିରରେ ଚୋରି, ଡଗ୍ ସ୍କ୍ୱାଡ୍ ତଦନ୍ତ ସତ୍ତ୍ୱେ ମିଳିଲାନି ଚୋରଙ୍କ ସୁରାଗ

ଭଦ୍ରକ, ୨୨/୦୭ ( ଅକ୍ଷୟ କୁମାର ବେହେରା ) : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ନାୟକାଣିଡିହି ଥାନା ,ରାଜଘରପୋଖାରି ପଞ୍ଚାୟତ, ରାଇଇପୂର୍ ଗ୍ରାମରେ , ଦେଖିବକୁ ମିଳିଛି ଏକ ବଡ଼ ଅଘଟଣ, ରାଇପୁର ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରରେ , ଗୁଣ୍ଡିଚା ଯାତ୍ରା ତା ୧୬/୦୭/୨୬ ରିଖ ଦିନ ରଥ ଟଣା କାର୍ଯ୍ୟ ସଂପୂଣ୍ଣ ହୋଇଥିଲା , ତା ୧୭/୦୭/୨୬ ରିଖ ଦିନ ରାତ୍ର ସମୟରେ, ଜଗନ୍ନାଥ ମାଉସୀ ମା ମନ୍ଦିର ଘରର ତାଲା ଓ ଝରକା ଭାଙ୍ଗି କିଛି ସୁନା ,ରୂପାର ମୁକୁଟ ଓ ଅନେକ କିଛି ଜିନିଷ ଚୋରି ହୋଇଛି, ଟିକେ ନଜର ପକନ୍ତୁ ଦର୍ଷକବନ୍ଧୁ ଦୁର୍ଭିକ୍ଷ ଚୋର କେମିତି ତାଲା ଭାଙ୍ଗି ଚୋରି କରିଛନ୍ତି,ସକାଳୁ ଗ୍ରାମାବସି ଦେଖି ନାୟକାଣିଡିହି ଥାନକୁ ଜଣାଇଥିଲେ, ଥାନା ଅଧିକାରୀ ଆଶି ଉନୁକାରି କରିଥିଲେ, ଏବଂ ସନ୍ଧ୍ୟା ଚାରି ଘଟିକା ସମୟରେ, ଭଦ୍ରକରୁ ଡଗ ସ୍କାୱାଡ ଆସି ଚୋର ଧରିବା ପାଇଁ ଦୁଇରୁ ତିନି ଘଣ୍ଟା ଚେଷ୍ଠା ଜାରି ରଖିଥିଲେ କିନ୍ତୁ ଚୋର ଧରିବା ବିଫଳ ହୋଇଛନ୍ତି ନାୟକାନଣିଡ଼ିହି ପୋଲିସ୍, କିନ୍ତୁ ଗ୍ରାମ ବାସୀଙ୍କୁ ତୋଦନ୍ତ କରି ଜଣାଇବେ ବୋଲି ବାର୍ତ୍ତା ଦେଇଯାଇଛନ୍ତି ନାୟକାନଣିଡ଼ିହି ପୋଲିସ୍ , 



ବାସୁଦେବପୁର ଅକ୍ଷୟ କୁମାର ବେହେରା,