Hot Posts

6/recent/ticker-posts

ବିଶ୍ୱାସର ବର୍ଷ୧୨ବର୍ଷ ଓ ୨ ବର୍ଷ ବୁଦ୍ଧିଜୀବୀ ସମିଳନୀ

ବାସୁଦେଵପୁର, ୦୧/୦୭ ( ନବଦୂତ ) : ସୂଚନା ମୁତାବିକ-ଭଦ୍ରକ ଜିଲ୍ଲା ବାସୁଦେଵପୁର ଥାନା ଅନ୍ତର୍ଗତ ଶ୍ରୀ ନୀଳମଣି ଟାଉନହଲ ପରିସରରେ ଜିଲା ବିଜେପି ସଂଘଟନ ତରଫରୁ ଏକ ବୁଦ୍ଧି ଜୀବୀ ସମିଳନୀ ଅନୁଷ୍ଠିତ।ଉକ୍ତ ସମିଳନୀ ରେ ବାସୁଦେବ ପୁର ବିଧାନସଭା ନେତା ବାଣୀକଲ୍ୟାଣ ମହାନ୍ତି ଓ ଜୟପ୍ରକାଶ ମଲ୍ଲିକ ଙ୍କ ନେତୃତ୍ୱ ରେ ତଥା ବାସୁଦେବ ପୁର ଗ୍ରାମପଞ୍ଚାୟତ ସେବାସମିତି ପକ୍ଷରୁ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଓ ବିଶିଷ୍ଟ ବୁଦ୍ଧି ଜୀବି ମାନଙ୍କ ଉପସ୍ଥିତି ରେ ସମିଳିନୀ ର ସଭା କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରାଇ ଥିବାର ସହ ବହୁ ଆଖପାଖ ଅଂଚଳରୁ ଗ୍ରାମବାସୀ ସମିଳିନୀ ରେ ଯୋଗଦାନ କରିଥିବାର ସୂଚନା ମିଳିଛି।