ଆରଂଗାବାଦ ପଂଚାୟତର ସରପଞ୍ଚ ଦାୟିତ୍ୱ ନେଲେ ନମିତା ମଳିକ
ବରୀ, ୨୫/୦୬ ( ରଂଜିତ ମହାନ୍ତି ) : ଆରଂଗାବାଦ ପଂଚାୟତର ସରପଞ୍ଚ ଦାୟିତ୍ୱ ନେଲେ ନମିତା ମଳିକ ରଜାପୁର ଗ୍ରାମର ନମିତା ମଳିକ ଦାୟିତ୍ୱ ଗ୍ରହଣ କଲେ ବହୁ ସଂଖ୍ୟାରେ ବୁଦ୍ଧି ଯିବି ସହ ମହିଳା ଯୁବକ ଯୁବତୀ ଉପସ୍ଥିତ ଥିଲେ ଏଥିରେ ଖୁସି ହେଇ ଆରଙ୍ଗବାଦ ବୁଦ୍ଧି ଯିବି ମାନଙ୍କ ଖୁସିର ଲହରୀ ଖେଳିଯାଇଥିଲା ଆଗାମୀ ଦିନରେ ଲୋକଙ୍କ ସେବା କରିବେ ପ୍ରତିସୁର୍ତ୍ତି ଦେଇଥିଲେ ନିର୍ବାହୀ ଅଧିକାର ଯୋଗେଶ୍ୱର ନାୟକ ଉପସ୍ଥିତ ଥିଲେ ବହୁ ସଂଖ୍ୟା ଲୋକ ଉପସ୍ଥିତ ଥିଲେ ପଡିରହିଥିବା ବହୁଦିନ ର ଦୀର୍ଘଦିନ କାଯ୍ୟ ହବ ବୋଲିକି ଆଶା ପ୍ରକଟ କରିଥିଲେ