Hot Posts

6/recent/ticker-posts

୬୮କିଲୋ ଗଂଯେଇ ଚୋରା ଚାଲାଣ ବେଳେ ୪ଯୁବକଗିରଫ।

ବାଲେଶ୍ୱର, ୨୯/୦୬ ( ନବଦୂତ ) : ସୂଚନା ମୁତାବିକ-ବାଲେଶ୍ୱର ଜିଲ୍ଲା ବସ୍ତା ଅନ୍ତର୍ଗତ ୧୬ ନମ୍ଵରମୁଖ୍ୟ ଜାତୀୟ ରାଜପଥ ମାଆନୀ ବାଇପାସ ଛକ ନିକଟରେ କୌଣସି ସୂତ୍ରରୁ ଖବର ପାଇ ବସ୍ତା ପୋଲିସ ରୋଡ଼ ଟ୍ରାଫିକକୁ ନାକାବନ୍ଦୀକରି ଏକ ହୋଣ୍ଡା ସିଟିକାର ଭିତରୁ ୬୮କିଲୋ ଗଂଯେଇ ଚୋରା ଚାଲାଣ ଲରୁଥିବା ୪ଜଣ ବେପାରୀ କୁ ଗିରଫକରିଥିବାର ସୂଚନା ମିଳିଛି।