ଚାହାଳୀ ଗ୍ରାମ ପଞ୍ଚାୟତ ରେ ବିକାଶର ଧାରା
ଫୁଲବାଣୀ, ୦୧/୦୭ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଚାହାଳୀ ଗ୍ରାମ ପଞ୍ଚାୟତ ରେ ବିକାଶର ଧାରା ଓଡ଼ିଶା ସାରା ଆଜି ଶେଷ ହୋଇଛି। ଏହି ଦିବସରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ମମତା ପ୍ରଧାନ, ସମିତି ସଭ୍ୟ ଶ୍ରୀ ଦିଲ୍ଲୀପ କୁମାର ମଲ୍ଲିକ ନାଏବ ସରପଞ୍ଚ ଶ୍ରୀ ବନମାଳି ପ୍ରଧାନ, ଅଙ୍ଗନବାଡି ସୁପର ଭାଇଜର ଶ୍ରୀମତୀ ନିରୁପମା ଶତପଥୀ, ଏଡିଇଓ ଶ୍ରୀ ମନୋରଞ୍ଜନ ସାହୁ, ଏମବିକେ ଶ୍ରୀମତୀ ରୁନିମା ଦିଗାଲ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ, ଏସ ସେ ଜି ଗ୍ରୁପ ମାଆ ମାନେ, ଅଙ୍ଗନବାଡି ଦିଦି ମାନେ, ୱାର୍ଡ ମେମ୍ବର ମାନେ, ସିଆ ର ପି ମାଆ ମାନେ ଓ ସମସ୍ତ ଗାଁ ସାଥୀ ମାନେ ଉପସ୍ଥିତ ଥିଲେ l
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ।