Hot Posts

6/recent/ticker-posts

ଖଣ୍ଡିତର, ସୁଅ ସାହି ଗ୍ରାମ ନିକଟରେ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ରେ ଟ୍ରକ ଦୁର୍ଘଟଣା ।

ଯାଜପୁର, ୦୧/୦୭ ( ନିରୋଜ କୁମାର ସେଠୀ ) : ଯାଜପୁର ଜିଲ୍ଲା ରସୁଲପୁର ପୁର ବ୍ଲକ ଅନ୍ତର୍ଗତ ଖଣ୍ଡିତର, ସୁଆସାହି ଗ୍ରାମ ନିକଟରେ ଯାଇଥିବା 16 ନମ୍ବର ରାଜପଥ ରେ ଯାଉଥିବା ଟ୍ରକଟି ହଠାତ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଲୁହା ବାଡ଼ ଉପରେ ମାଡ଼ି ଯାଇଥିଲା ଯା଼ହାଫଳରେ ଟ୍ରକ ଟି ତଳେ ଘୋସାଡି ହୋଇ ତଳେ ପଡ଼ିଥିଲା। ଗାଡ଼ି ଚାଳକ ଓ ହେଲଫର ଗାଡ଼ି ଛାଡ଼ି ଫେରାର । ଖବର ପାଇଁ କୁଆଖିଆ ପୋଲିସ୍ ଘଟଣାର ସ୍ଥଳରେ ପହଞ୍ଚି ରାସ୍ତା ଥିବା ଗାଡ଼ି ଜାମ ର ଗାଡ଼ି ଗୁଡ଼ିକୁ ଛଡା ଯାଇଥିଲା।