Hot Posts

6/recent/ticker-posts

ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ରେ କଳାହାଣ୍ଡି ଜିଲ୍ଲା କମିଟି ଭୁବନେଶ୍ୱର ର ରୋଟାରୀ ଭବନ ରେ ପରିବର୍ତ୍ତିତ ରାଜ୍ୟ କାର୍ଯ୍ୟକାରୀ ବୈଠକ ରେ ଯୋଗଦାନ।

କଳାହାଣ୍ଡି , ୨୬/୦୭ ( ରିତେଶ କୁମାର ମୁଣ୍ଡ ) : କଳାହାଣ୍ଡି ଜିଲ୍ଲାର ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ପକ୍ଷରୁ ଭୁବନେଶ୍ୱର ର ରୋଟାରୀ ଭବନ ରେ ହେବାକୁ ଥିବା ପରିବର୍ତ୍ତିତ ରାଜ୍ୟ କାର୍ଯ୍ୟକାରୀ ବୈଠକରେ ଯୋଗଦାନ। ଉକ୍ତ ବୈଠକରେ ଓଡ଼ିଶା ର ବିଭିନ୍ନ ଜିଲ୍ଲାରୁ ୧୦୦ ରୁ ଅଧିକା କର୍ମକର୍ତ୍ତା ଆସିଥିଲେ ବିଭିନ୍ନ ମିଡିଆ କର୍ମକର୍ତ୍ତା ଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ରାଜ୍ୟ ସଭାପତି ଶ୍ରୀ ମନୋଜ ଶତପଥୀ ସଭାପତିତ୍ୱ କରିଥିଲେ। ସମସ୍ତ ମୁଖ୍ୟ ଅତିଥି ମହସଂଘ କୁ କିପରି ସଦୃଢ଼ ହେବ ନିଜ ନିଜ ମତ ପ୍ରକାଶ କରିଥିଲେ।ସମସ୍ତ ଜିଲ୍ଲା ସଭାପତି ସହିତ କଲାହାଣ୍ଡି ଜିଲ୍ଲା ସଭାପତି ଦେବରାଜ ବାଣୁଆ, ସମ୍ମାନିତ ହୋଇଥିଲେଓ ଜିଲ୍ଲା ସଂଯୋଜକ ଲକ୍ଷ୍ମଣ ବାଣୁଆ ଓ ରାଜ୍ୟ କାଉନସିଲ୍ ସଭ୍ୟ ଶ୍ରୀ ରିତେଶ କୁମାର ମୁଣ୍ଡ ଉକ୍ତ ବୈଠକରେ ଯୋଗଦାନ କରିଥିଲେ।