ଅନସନରେ ବସିରହିଥିବା ସରପଞ୍ଚ ଚାମେଳି ଓଝାଙ୍କୁ ଯାଇ ସାକ୍ଷାତ କଲେ ଆମ ଆଦିମୀ ଦଳର ସଂଯୋଜକ
ବେଗୁନିଆ, ୨୨/୦୭ ( ମାନସ ରଞ୍ଜନ କର ) : ବିଧାନସଭା ର ଆମ ଆଦିମୀ ଦଳର ସଂଯୋଜକ କଳ୍ପତରୁ ପଣ୍ଡାଓଖୋରଧା ଜିଲ୍ଲା ଆପ ଯୁବ ଛାତ୍ର ସଂଯୋଜକ କବିରାଜ ଗୋଛି ଅନସନରେ ବସିରହିଥିବା ସରପଞ୍ଚ ଚାମେଳି ଓଝାଙ୍କୁ ସାକ୍ଷାତ କରି ତାଙ୍କ ବିଷୟରେ ପଚାରି ବୁଝିଥିଲେ ସରକାର ତାଙ୍କ ନିଷ୍ପତି ନଶୁଣିବା ପର୍ଯ୍ୟନ୍ତ ସେ ଧାରଣାରେ ବସିରହିବେ ବୋଲି କହିଥିଲେ