ଭଦ୍ରକ-ବିଜେପି ତରଫରୁ ମାସିକ ଜିଲା ପଦାଧିକାରୀ ବୈଠକ।
ଭଦ୍ରକ ୦୪/୦୭ ( ନବଦୂତ ) : ସୂଚନା ଅନୁଯାଇ-ଭଦ୍ରକ ସହରରେ ସ୍ଥିତ ଗାନ୍ଧୀ ପଡ଼ିଆ ଅବସ୍ତିତ ସିତାରାମ କଲ୍ୟାଣ ମଣ୍ଡପ ରେ ବିଜେପି ଦଳ ତରଫରୁ ଏକ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ। ଉକ୍ତ ସମୀକ୍ଷା ବୈଠକ ରେ ସାଂସଦ ଅଭିମୟୁ ସେଠି, ଭଦ୍ରକ ବିଧାୟକ ସିତନଶୁ ଶେଖର ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ, ଜିଲା ପ୍ରଭାସୀ ସଞ୍ଜୀବ ମହାନ୍ତି ତଥା ଭଦ୍ରକ ଜିଲାରେ ବହୁ ପଦାଧି କାରୀ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ରେ ଉକ୍ତମାସିକ ବୈଠକ ଅନୁଷ୍ଠିତ ହୋଇ ଥିବାର ସୂଚନାମିଳିଛି।
ମାନସ କୁମାର ସାହୁ