Hot Posts

6/recent/ticker-posts

ଦେଶୀମଦ ସହ ବ୍ରାଉନସୁଗର ଜବତ୩ଗିରଫ

ଭଦ୍ରକ, ୩୦/୦୬ ( ନବଦୂତ ) : ସୂଚନା ମୁତାବିକ ଭଦ୍ରକ ସହର ରେ ବିଭିନ୍ନ ଜାଗା ତଥା ରାଆନ୍ଦୀଆ ଛକ ଓ ଗେଲପୁର ମେଡିକଲ ଛକ ନିକଟରେ ଟାଉନ ପୋଲିସ ଚଢ଼ାଉ କରି ୮୩ଗ୍ରାମ ର ବ୍ରାଉନ ସୁଗର ଓ ୧୨୦ଲିଟର ଦେଶୀମଦ ସହ ବ୍ୟବହୃତ କରୁଥିବା ଏକ ସ୍କୁଟିଗାଡି ସହ ୩ଜଣକୁ ଗିରଫ କରିଛି ଭଦ୍ରକ ଟାଉନ ପୋଲିସ।ଦେଶୀ ମଦ ବ୍ରାଉନ ସୁଗାର ର ମୂଲ୍ୟ ୯ଲକ୍ଷ ହେବବୋଲି ଆନୁମାନିକ କରାଯାଇଛି।ଉକ୍ତ ଘଟଣାରେ ଆସାମୀ ଙ୍କ ନାମରେ ଭଦ୍ରକ ଟାଉନ ପୋଲିସ ପକ୍ଷରୁ ଅଲଗା ଅଲଗା ୩ଟି କେଶ ମାମଲାରଜୁ କରାଯାଇଥିବାର ସୂଚନା ମିଳିଛି।