ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବହେଳା।
ଯାଜପୁର, ୨୮/୦୬ ( ନିରୋଜ କୁମାର ସେଠୀ ) : ଗତ କାଲି ରାତ୍ର ୯. ୩0 ମିନିଟ ସମୟରେ ଯାଜପୁର ରୋଡ଼ ନିକଟସ୍ଥ ଧବଳ ଗିରି ଠାରେ ଏକ ସଡକ ଦୁର୍ଘଟଣା ଘଟିଥିଲା । ସେଠାରୁ ପୋଲିସ ଆହତ ବ୍ୟକ୍ତି ଙ୍କୁ ଯାଜପୁର ରୋଡ ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ର ରେ ପହଞ୍ଚାଇ ଥିଲା.. ଯୁବଟିର କୌଣସି ପରିଚୟ ନଥିବାରୁ ତାକୁ ବଡ ମେଡିକାଲ ରେଫର କରିଛନ୍ତି ବୋଲି ଡ. ଦେବାଶିଷ ସାହୁ ଙ୍କ ଠାରୁ ପ୍ରକାଶ। ଆହତ ବ୍ୟକ୍ତି ମେଡିକାଲ 24 ନମ୍ବର ବେଡ଼ ରେ ଚିକିତ୍ସା ହେଉଛନ୍ତି। ତାଙ୍କୁ ସଂଜ୍ଞହୀନ ବ୍ୟକ୍ତି ଙ୍କ ବିଷୟ ରେ ପଚାରିବାରୁ ସେ କହିଲେ ମୁଁ କିଛି କହିପାରିବିନି ଡ଼କ୍ଟର ସେନାପତି ଙ୍କୁ ପଚାରନ୍ତୁ, ଡ଼କ୍ଟର ସେନାପତି ଙ୍କୁ ପଚାରିଲା ପରେ ସେ କହନ୍ତି ଯେଉଁ patient ତଳେ ପଡ଼ିଥିଲାକି ମତେ ପ୍ରଶ୍ନ ପଚାରନ୍ତି l କି ବ୍ୟବସ୍ତା ଏଠି ସ୍ୱାସ୍ଥ୍ୟ ସେବା ସରକାର ଙ୍କ ଦୟାରେ ଚାଲୁଥିବାର ଅନୁମାନ ହେଉଛି ।