ବାଲିଆପାଳ ବ୍ଲକ ସ୍ଥିତ ଡଗରା ବେଳା ଭୂମିରୁ ବିଜୟୱାର୍ଡଆ ପର୍ଯ୍ୟନ୍ତ ରେଳ ପଥ ନିର୍ମାଣ ସମେତ ଆଞ୍ଚଳିକ ବିକାଶ ପାଇଁ ଜିଲ୍ଲାପାଳ ଙ୍କୁ ଦାବିପତ୍ର
ଵାଲିଆପାଳ, ୨୫/୦୬ ( ଡ଼. ସନ୍ନ୍ୟାସୀ ବେହେରା ) : ଝାଡ଼ଖଣ୍ଡ ମୁକ୍ତିମୋରଛା ପକ୍ଷରୁ ବାଲିଆପାଳର ଡଗରା ବେଳା ଭୂମିରୁ ବସ୍ତା, ବେତନଟୀ, ବଡ଼ସାହି, ଉଦଳା, ଶରତ, ଘଟ ଗାଁ, ବୌଦ୍ଧ, ସୋନପୁର, ନବରଙ୍ଗପୁର,, ବାଲିମେଳା, ମାଳକାନ ଗିରି, ଭେଳାର ପୋଡୁ, ତିନରସା ପୁରମ, ଓନଜଭିଡ଼ ଦେଇ ବିଜୟ ୱାଡାକୁ ନୂତନ ରେଳ ପଥ, ରାସଗୋବିନ୍ଦ ପୁର ଅମର୍ଦା ବିମାନ ବନ୍ଦର, ବସ୍ତାରୁ ଠାକୁର ମୁଣ୍ଡା ଦେଇ ମାଆ ତାରିଣୀ ପୀଠ ପର୍ଯ୍ୟନ୍ତ ରାଜ ପଥ ନିର୍ମାଣ, ବସ୍ତା railway ପ୍ଲାଟ ଫର୍ମରେ 4ନମ୍ବର ପ୍ଲାଟ ଫର୍ମ ନିର୍ମାଣ, ଓ ବସ୍ତା ରେଲୱେ ଷ୍ଟେସନରେ ଜନ ଶତାବ୍ଦୀ, ସମ୍ପର୍କ କ୍ରାନ୍ତି, ନୀଳାଚଳ, ଓ ହାୱାଡା ସମ୍ବଲପୁର ଟ୍ରେନ ରହଣି ପାଇଁ JMM ଜିଲ୍ଲା ସଭାପତି କମଳ ଲୋଚନ ବାରିକ, MZ କାଦି, ପ୍ରଶାନ୍ତ କୁମାର ପାତ୍ର, ବୈଦ୍ୟନାଥ ମୁର୍ମୁ,, ବାଲେଶ୍ୱର ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେଇ ଛନ୍ତି |