ଚିକିତ୍ସା ପାଇଁ ଅର୍ଥ ବାଧକ: ଚିକିତ୍ସାରୁ ବଞ୍ଚିତ ନିଶାମଣି
ବରୀ, ୧୬/୦୫ ( ରଂଜିତ ମହାନ୍ତି ) : ବରୀ ବ୍ଳକ ବାଇଁଶିରିଆ ପଞ୍ଚାୟତର ସାରଙ୍ଗପୁର ପାଣିସାହି ନାରାୟଣ ପାଣିଙ୍କ ସ୍ତ୍ରୀ ନିଶାମଣି ପାଣି ବୟସ ୨୮୮ ନିଶାମଣି ଙ୍କର ୩ ବର୍ଷରେ ୨ଟି ଯାକ କିଡନି ଖରାପ ହେବା ଫଳରେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ନିଶାମଣିଙ୍କ ୩ ବର୍ଷ ପୂର୍ବରୁ ଝିଅ ହେବା ୮ ମାସ ପରେ ପାଦଫୁଲିଲା ପ୍ରଥମେ ଯାଜପୁର ମେଡିକାଲ ରେ ଚିକିତ୍ସା ପରେ କଟକ ମେଡିକାଲରେ ଚିକିତ୍ସା ପରେ ତାଙ୍କର ୨ଟା ଯାଙ୍କ କିଡ୍ନି ଖରାପ ହେଇଥିବା ଡାକ୍ତର କହିଥିଲେ । ପରେ ବହୁ କଷ୍ଟରେ ବାରମ୍ବାର ନେଇ କଟକ ଚିକିତ୍ସା ପରେ ବହୁଦିନ ଡ଼ାଇଲେସିସ ହେଉଛି । ଅଭାବି ସଂଶାର ସ୍ଵାମୀ ନାରାୟଣ ବାମ ହାତ ଭାଙ୍ଗିଯାଇଛି ଚିକିତ୍ସା ହେଉଛନ୍ତି । ନିଶାମଣି ସପ୍ତାହକୁ ୩ ଥର ଡ଼ାଇଲେସିସ ହେବା ସହିତ ମାସକୃ ସକୁ ୧୦ ହଜାର ଟଙ୍କା ଔଷଧ ଖାଇବାକୁ ପଡିଥାଏ । ଯାହା ତାଙ୍କ ସ୍ଵାମୀ ନାରାୟ ପାଖରେ ଏତେ ଅର୍ଥ ଯୋଗାଡ଼ କରିବା କାଠିକାର ପାଠ ହେଉଛି ଯାହା ଥୂଳ ସବୁ ବିକିବାକି ଚିକିତ୍ସା କରୁଥିବା ବେଳେ ଏହି ୮ ଦିନ ହେବ ଅର୍ଥ ନଥୁବାରୁ ସ୍ତ୍ରୀ ନିଶାମଣି ଚିକିତ୍ସା କରିବା ଔଷଧ ଖାଇବ ବନ୍ଦ ହେଇଯାଇଥିବା କୁହନ୍ତି ନାରାୟଣ । ସହୃଦୟା ବ୍ୟକ୍ତି ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ମୋବାଇଲ ନମ୍ବର ୮୦ ୧୮୦୦୫୭୫୦ । ରାୟଣଙ୍କ