କାଜୁ ବ୍ୟବସାଇ ଙ୍କୁ ଅପହରଣ ବିଫଳ ୩ ଗିରଫ
ଭଦ୍ରକ, ୦୬/୦୫ ( ମାନସ କୁମାର ସାହୁ ) : ସୁଚନା ମୁତାବିକ ଭଦ୍ରଜ ଜିଲା ସଦର ପୋଷ୍ଟ ଅଫିସ ସମୁଖ ପେଟ୍ରୋଲ ପମ୍ପ ନିକଟ ରେ ଦିନବେଳା ଏକ କାଜୁ ବ୍ୟବସାଇ ଯୁବକ କୁ ରାସ୍ତାରେ ୩ଜଣ ଯୁବକ ହଠାତ ରାସ୍ତାରେ ସେ ଯୁବକ ଯାଉଥିବା ବେଳେ ତାକୁ ଅପହରଣ କାରି ଏକ ବୋଲେରୋ ରେ ଉଠାଇ ନେଉଥିବା ବେଳେ କୌଣସି ସୂତ୍ରରୁ ଖବରପାଇ ଟାଉନ ଥାନା ପୋଲିସ ତୁରନ୍ତ ଅପହୃତ କାରୀ ବୋଲେରୋ ର ପିଛାକରି ଗାଡ଼ିରେ ଥିବା ୩ ଜଣ ଯୁବକ ଙ୍କୁ ଗିରଫ ତଥା ସାଥରେ ଏକ ବାଇକ ରେ ଥିବା ୨ଜଣ ଫେରାର ହୋଇଥିବା ବେଳେ ପୋଲିସ ଟାଉନ ଥାନାରେ ୩କୁବକ କୁ ଆଣି ଘଟଣା ର ତଦନ୍ତ କରିଥିଲେ।ଉଦ୍ଧାର ଯୁବକ କାଜୁ ବ୍ୟବସାଇ ର ଘର କଟକ ଜିଲା । ସେ କିଛିଦିନ ହେବ ଭଦ୍ରକ ରେ ରହୁଥିଲେ।କାଜୁ ବାବସାଇ ଜଣକ ସେମାନଙ୍କ ଠାରୁ ୭୦ଲକ୍ଷ ଟଙ୍କା ଆଣି ନ ଫେରେଇବା ଘଟଣାରେ ଅପହରଣ କରିଥିବାର ସୂଚନା ମିଳିଛି।ତଥା ଅପହରଣ କାରୀମାନେ ଗଂଜାମ ଓ ବରଂମପୁର ର ବାସୀନ୍ଦା ବୋଲି ସୂଚନା ମିଳିଛି