Hot Posts

6/recent/ticker-posts

ପରୋପକାରୀ ମକରନ୍ଦ ରଣାଙ୍କ ପରଲୋକ

କର୍ଲାମୁଣ୍ଡା, ୦୩/୦୨ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରାମର ମକରନ୍ଦ ରଣା(୭୯)ଙ୍କର ମଙ୍ଗଳବାର ପରଲୋକ ହୋଇ ଯାଇଛି। ସେ ଜଣେ ଧର୍ମପରାୟଣ ଓ ପରୋପକାରୀ ବ୍ୟକ୍ତି ଥିଲେ। ଗ୍ରାମର ଦେବାଦେବୀ ପୂଜାରେ ସେ ରୂଖା(ମାଟିପାତ୍ର) ଦେଇ ଆସୁଥିଲେ। ତେଲନଦୀ କୂଳରେ ତାଙ୍କର ଅନ୍ତିମ ଶବ ସଂସ୍କାର କରା ଯାଇଥିଲା। ତାଙ୍କର ଦୁଇପୁତ୍ର ଟଙ୍କଧର ରଣା ଓ ଯାଦୁ ରଣା ମୁଖାଗ୍ନୀ ଦେଇଥିଲେ।