Hot Posts

6/recent/ticker-posts

ଧୋବାତୋଟା ମେଳଣ ଉତ୍ସବ

ବରୀ, ୧୭/୦୩ ( ରଂଜିତ ମହାନ୍ତି ) : ବରୀ ବ୍ଲକ କିମ୍ଭିରିଆପାଳ ପଞ୍ଚାୟତର ଜଳେଶ୍ଵର ବ୍ରହ୍ମପୁର ଠାରେ ଦୀର୍ଘଦିନ ହେବ ଧୋବାତୋଟା ମେଳଣ ଆଜି ସକାଳୁ ବେଶ ଆନନ୍ଦ ଉଲ୍ଲାସ ସହକାର ରେ ଅନୁଷ୍ଠିତ ହୋଇଛି l ଏଥିରେ ଆଖପାଖ ଅଞ୍ଚଳର ବିଭିନ୍ନ ସ୍ଥାନରୁ ୮ ବିମାନ ରେ ରାଧାକୃଷ୍ଣ ଯୋଗଦେଇ ହୋଲି ଖେଳିଥିଲେ l ଏହି ମେଳଣ ବିମାନ ସାଙ୍ଗ ରେ ଘୋଡାନାଚ, ବାଡ଼ିଖେଳ, ସଂକ୍ରୀର୍ତ୍ତନ ଅଭିର ଖେଳ, ରୋଷଣି ରେ ମେଳଣ ପଡିଆ ରେ ବିମାନ ବିରାଜମାନ କରିଥିଲା l ଏଥିରେ ଆଖପାଖ ବହୁ ଜନସାଧାରଣ ଯୋଗଦେଇ ମେଳଣ କୁ ଉପଭୋଗ କରିଥିଲେ l ଏଥିରେ ବହୁ ମନହରୀ ଦୋକାନ ବଜାର ପଡ଼ିଥିଲା l