ଶ୍ରୀ ଜଗନ୍ନାଥ ଙ୍କ ୭ମ ବାର୍ଷିକ ସ୍ବନକ୍ଷତ୍ର ଦିବସ
ବରୀ, ୦୨/୦୨ ( ରଂଜିତ ମହାନ୍ତି ) : ବରୀ ବ୍ଲକ ସ୍ଵାଇଁଖଣ୍ଡ ପଞ୍ଚାୟତର ତର କୁଶବଟସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ୭ମ ବାର୍ଷିକ ସ୍ୱନକ୍ଷତ୍ର ଦିବସ ମହାସମାରେକ୍ଷହ ପାଳିତ ହେକ୍ଷଇଯାଉଛି କ୍ଷ ବ୍ରାହ୍ମଣୀ ନଦୀ ରୁ ଗୁରୁବାର ଦିନ କଳସାଧୂବାସ ଅନୁଷ୍ଠିତ ହେକ୍ଷଇଥିବାବେଳେ ଶୁକ୍ରବାର ଦିନ ଯଜ୍ଞେକ୍ଷତ୍ସବ ଅନୁଷ୍ଠିତ ହେଇଥିବା ବେଳେ ଶନିବାର ଦିନ ପୂର୍ଣାହୂତି ଓ ପ୍ରସାଦସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥୁଲା କ୍ଷ ଏଥିରେ ବହୁ ଶ୍ରଦ୍ଧାଳୁ ଯୋଗଦାନ କରିଥିବା ସ୍ଥାନ ସ୍ଥାନଟି ୩ ଦିନ ଧରି ଉତ୍ସବ ମୁଖର ହେକ୍ଷଇଉଠିଥିଲା ।