Hot Posts

6/recent/ticker-posts

ନନ୍ଦ କିଶୋର ସେନାପତି ଙ୍କ ବିୟୋଗ ରେ ସ୍ମୃତିଚାରଣ

ବରୀ, ୨୪/୦୩ ( ରଂଜିତ ମହାନ୍ତି ) : ଅବସରପ୍ରାପ୍ତ କର୍ମଚାରୀ ତଥା ବରୀ ପ୍ରଗତି କ୍ଲବ ର ପୂର୍ବତନ ସହସମ୍ପାଦକ ସ୍ୱର୍ଗତ ନନ୍ଦ କିଶୋର ସେନାପତି ଙ୍କ ବିୟୋଗ ରେ ଏକ ସ୍ମୃତିଚାରଣ ସଭା ଆଜି ଦିନ ୧୧ ଘଟିକା ସମୟରେ ପ୍ରଗତି କ୍ଲବ ପରିସର ରେ ଏଥିରେ କ୍ଲବ ର ବରିଷ୍ଠ ସଭ୍ୟ ଓ ସଭାପତି ବିଚିତ୍ରା ନନ୍ଦ ପୁହାଣ, ସମ୍ପାଦକ ନଟବର ବେହେରା, ସୋମନାଥ ଦ୍ବିବେଦୀ, ଶିବ ପ୍ରସାଦ ଦାସ, କେଶବ ଚନ୍ଦ୍ର ସାହୁ, ଗଣେଶ ଚନ୍ଦ୍ର ଦାସ, ବଟ କୃଷ୍ଣ ଦ୍ବିବେଦୀ, ପଢ଼୍ମନାଭ ଜେନା, ଡ଼କ୍ଟର ଧ୍ରୁବ ଚରଣ ଦାସ, ପ୍ରଭାତ କୁମାର ମହାନ୍ତି, ନୃସିଂହ ଚରଣ ଦାସ, ଉଦିତ ସାମଲ, ପ୍ରଫୁଲ କୁମାର ଦାସ, ସୁନିଲ କୁମାର ପଣ୍ଡା,ପ୍ଲବୀନ କୁମାର ଜେନା ଓ ସଭ୍ୟ, ଶୁଭେଛୁ ଯୋଗଦେଇ ସ୍ବର୍ଗତ ସେନାପତି ଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଆତ୍ମା ର ସଦଗତି ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରିବା ସାହିତ ସ୍ୱର୍ଗତ ସେନାପତି ସମ୍ପର୍କ ରେ ଗୁଣଗାନ କରିଥିଲେ l