Hot Posts

6/recent/ticker-posts

ଲାୟନ୍ସ କ୍ଲବ୍‌ ରାୟଗଡ଼ା ତରଫରୁ ମେଗା ସ୍ବାସ୍ଥ୍ୟ ଶିବିର ଆୟୋଜିତ

ରାୟଗଡା, ୦୮/୦୧ ( ଭି. ଗୌରି ଶଙ୍କର ରାଓ ) : ଲାୟନ୍ସ କ୍ଲବ୍‌ ରାୟଗଡ଼ା ତରଫରୁ ଏକ ମେଗା ସ୍ବାସ୍ଥ୍ୟ ଶିବିର ଆଯୋଜନ କରିଥିଲେ ଏହି ଶିବିର ରେ Dr ସାରଥ କୁ ମାର ଏବଂ ଟିମ୍ ସୁଖିବାଦ୍ଭା ଡାକ୍ତରଖାନା ଭିଜେଏମ୍, ବିଶେଷଜ୍ଞ ଙ୍କ ୮ଜଣ ସଦସ୍ୟ Vzm ରୁ ଆସିଥିଲେ । ଏହି ଶିବିର ରେ ଜିଲ୍ଳାର ବହୁ ରୋଗୀମାନେ ଆସି ମାଗଣାରେ ସ୍ଵାସ୍ଥ୍ୟପରିକ୍ଷା କରିଥିଲେ। ରାୟଗଡ଼ା ଭଳି ଆଦିବାସୀ ବହୁଳ ଲୋକମାନେ ସେବା ପାଇ ଛନ୍ତି । ବୁଦ୍ଧିଜିବି ମାନେ ଏହି ସେବାକୁ ପ୍ରସଶାଁ କରିଥିଲେ, ତାଛଡ଼ା କିଛି ଯୁବ ସଂଗଠନ ସାହାଯ୍ୟ ସହଯୋଗ କରିଥିଲେ। କ୍ଲବ ର ସଦ୍ଭାପତି କହିଥିଲେ ମାନବ ସେବା ହିଁ ମାଧବ ସେବା । ଲୟାସ୍‌ କ୍ଲବର ସମସ୍ତ କର୍ମକର୍ତ୍ତା ଏଥିରେ ଅଶଁ ଗ୍ରହଣ କରି ନିଜକୁ ଉଚ୍ଚର୍ଗି କୃତ ହେଇଥିଲେ ।