Hot Posts

6/recent/ticker-posts

ଭାରତ ଭ୍ରମଣ ରେ ବାହାରିଛନ୍ତି ବିଦ୍ୟାଧର ବଗର୍ତ୍ତୀ

ଫୁଲବାଣୀ : ୩୦/୧୨ (ବାଳକୃଷ୍ଣ କହଁର) : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଶଙ୍କରାଖୋଲ ପଞ୍ଚାୟତ ବାଡେଗୁଡା ଗ୍ରାମର ଗଦାଧର ବଗର୍ତ୍ତୀ ଙ୍କ ପୁତ୍ର ବିଦ୍ୟାଧର ବଗର୍ତ୍ତୀ ଗତ କିଛିଦିନ ହେବ ସାଇକେଲ ଯୋଗେ ଭାରତ ଭ୍ରମଣ ରେ ବାହାରିଛନ୍ତି ସେ ଛତିଶଗଡ଼, ପ୍ରୟାଗରାଜ, ମହାରାଷ୍ଟ୍ର,ଉତ୍ତର ପ୍ରଦେଶ, ଦ୍ୱାରିକା,କେଦାରନାଥ,ବଦ୍ରୀନାଥ, ସିକିମ, ଆସାମ ତଥା ବିଭିନ୍ନ ମନ୍ଦିର, ମଠ ବୁଲିବା ର ଅଛି ବୋଲି ମତ ରଖିଛନ୍ତି । ସେ ପ୍ରତିଦିନ ସକାଳୁ ନିତ୍ୟକର୍ମ ସାରି ବାହାରିପଡ଼ନ୍ତି ଓ ବିଭିନ୍ନ ସ୍ଥାନରେ ଲୋକମାନଙ୍କ ଆର୍ଥିକ ଅନୁଦାନ ରେ ଖାଦ୍ୟ ପେୟ କରି ରାତ୍ରିରେ କୌଣସି ଭଲ ସ୍ଥାନଦେଖି ରହନ୍ତି। ଲୋକଙ୍କ ସାହାଯ୍ୟ ସହଯୋଗ ଦେଖି ସେ ବହୁତ ଖୁସି ଅନୁଭଵ କରନ୍ତି । ତେଣୁ ତାଙ୍କୁ ନିଜ ଅଞ୍ଚଳ ରେ ବୁଦ୍ଧିଜୀବି ମହଲ ରେ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି।


କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ