ଅଜଣା ନବଜାତ ପୁତ୍ର ମୃତ ଅବସ୍ଥା ରେ ଉଦ୍ଧାର
ରାୟଗଡ଼ା, ୩୦/୧୨ ( କେ. କୃଷ୍ଣ ମୂର୍ତ୍ତି ପଟନାୟକ ) : ରାୟଗଡା ଜିଲ୍ଲା ଗୌତମ ନଗର ମହିଳା ମହା ବିଦ୍ୟାଳୟ ପଛପଟ ପାଚେରୀ ନିକଟରେ ଏକ ନବଜାତ ପୁତ୍ର ସନ୍ତାନ ର ମୃତ ଦେହ ପଡିଥିବାର ଦେଖିବାକୁ ମିଳିଛି।ସ୍ଥାନୀୟ ଲୋକେ ରାୟଗଡା ଟାଉନ ଥନା ପୋଲିସକୁ ଖବର କରିବା ପରେ।ଘଟଣା ସ୍ତଳରେ ପୋଲିସ ପଂହଁଚି ନବଜାତ ଶିଶୁର ମୃତ ଦେହ ଜବଦ କରିବା ସହିତ ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଥାଉକି ଗତ ବର୍ଷମାନଙ୍କରେ ଏଭଳି କେତେ ଘଟଣା ଆଗକୁ ଆସିଥିଲା କିନ୍ତୁ ଏଭିଳି ଦିନରେ କୌଣଷି ଲୋକ, କିମ୍ବା ମହିଳା ଏମିତି ଫପାଡ଼ି ନ ଥିଲେ। ପ୍ରତୀକ୍ଷ ଦର୍ଷିକ କ ହିବା ଅନୁସାରେ । ଜନ୍ମ ହେବା ପରେ ଫପାଡି ଦେଇ ଛନ୍ତି । ଓ ଜିବିତ ଅବସ୍ଥାରେ ଥିଲା ପରେ. ମୃତ୍ୟ ହେଇ ଥିବ ଅଥବା ମଲା ଛୁଆ କୁ ଛାଡ଼ିଦେଇଛନ୍ତି ..l ପଲିସ ତଦନ୍ତ କରି ତାର ସତ୍ୟାସତ ଦେଖିବାକୁ ବାକି ରହିଲା
ରାୟଗଡ଼ା ରୁ K krishna Murti patanaik ଓ ଭି ଗୌରୀ ଶଙ୍କର ଙ୍କ ରପୋର୍ଟ
NABADUTA NEWS