Hot Posts

6/recent/ticker-posts

ପବିତ୍ର ଶାମ୍ବ ଦଶମୀରେ ଉତ୍ସବମୁଖର ରାୟଗଡ଼ା ଜେ.କେ.ପୁର; ଭେଙ୍କଟେଶ୍ୱର ମନ୍ଦିରରେ ଭକ୍ତିମୟ ପରିବେଶ

ରାୟଗଡ଼ା, ୩୦/୧୨ ( ଭି. ଗୌରି ଶଙ୍କର ରାଓ ) : ଆଜି ପବିତ୍ର ଶାମ୍ବ ଦଶମୀ ପର୍ବ ଉପଲକ୍ଷେ ଉତ୍ସବ ମୁଖର ହୋଇ ଉଠିଛି ରାୟଗଡ଼ା ସଦର ଜେ କେ ପୂର୍ । ପବିତ୍ର ଶାମ୍ବ ଦଶମୀ ପର୍ବ ହିନ୍ଦୁ ମାନଙ୍କ ଗୋଟିଏ ବଡ଼ ଏହି ପର୍ବ ଏହି ପର୍ବ ରେ ଭଗବାନ ବିଷ୍ଣୁ ଙ୍କୁ ପୂଜା ଅର୍ଚ୍ଚନା କରା ଯାଏ। ଏହି ପର୍ବ ଆଜି ଜେ ଜେ ପୁର ସ୍ତିତ ଭେଙ୍କଟ ସ୍ୱର ମନ୍ଦିର ଠାରେ କରା ଯାଇଛି। ପ୍ରାତ ସକାଳୁ ଆଜି ଭଗବାନ ଙ୍କୁ ପୂଜା ଅର୍ଚ୍ଚନା କରା ଯାଇଛି ଓ ମନ୍ଦିର ଚାରି ପାଖ ପୁଷ୍ପ ମାଳ ଅ ଆଲୋକ ମାଳା ସଜ୍ଜିତ କରାଯାଇଛି । ଶାମ୍ବ ଦଶମୀ ରେ ଜିଲ୍ଲା ର ବିଧାୟକ ବିଧାୟକ ଶ୍ରୀ ଆପଲ ସ୍ବାମୀ କାଡରକା ଆସି ଭଗବାନ ବିଷ୍ଣୁ। ଙ୍କ ଆଶିଷ ପାଇଥିଲେ। ଆଖ ପାଖ ର ବହୁତ୍ ଭକ୍ତ ଓ ଶ୍ରଦ୍ଧାଳୁ ଆସି ବିଷ୍ଣୁ ଙ୍କ ଆଶିଷ ଗ୍ରହଣ କରି ଥିଲେ। ଏହି ପୂଜା ରେ ମନ୍ଦିର କମିଟି ର ମୁଖ୍ୟ ଉପଦେଷ୍ଟା ପି ଗୌରୀ ଶଙ୍କର, ପି ରମାଲୁ ଓ ହରି ଚନ୍ଦ୍ର ରାମ କମିଟି ମେମ୍ବର ଉପସ୍ଥିତ ଥିଲେ।