ରାସ୍ତା କଡରେ ପଡ଼ିରହିଛି ଅଜଣା ମୃତ ଶବ
ବରଗଡ଼, ୧୨ / ୧୦ ( ଭାଗିରଥି ଭୋଇ ) : ଏମିତି ଏକ ବରଗଡ଼ ଅତାବିରା ଜଘନ୍ୟ ହତ୍ୟାକାଣ୍ଡ, ହୋଇ ରାଜ ରାସ୍ତା କଡ଼ରେ ପଡ଼ିରହିଛି ଅଜଣା ବ୍ୟକ୍ତିଙ୍କ ମୃତ ଦେହ। ତାହା ଗୋଡଭଗା ସତୀଜୋର୍ ପାଖରେ କେଉଁ ଦୁର୍ବୁତ୍ତ ଜଣେ ବ୍ୟକ୍ତିଙ୍କ ଗଲା କାଟି ଫିଙ୍ଗି ଦେଇଛନ୍ତି l ଉକ୍ତ ଘଟଣା ସ୍ଥଲରେ ଅତାବିରା ଓ ଗୋଡଭଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ ଜାରି ରଖିଛି l
ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ