ବାଲିଆରେ ଗଜଲକ୍ଷ୍ମୀ ପୂଜା
ବରୀ, ୧୩ / ୧୦ ( ରଂଜିତ ମହାନ୍ତି ) : ବରୀ ବ୍ଲକ ବାଲିଆ ପଞ୍ଚାୟତର ଅଭିମନ୍ୟୁ ବାଲିଆ ହାଟ ଛକରେ ଲକ୍ଷ୍ମୀପୂଜା ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଳିତ ହୋଇଯାଇଛି। ଏହି ମ ମଣ୍ଡପରେ ୩୫ ବର୍ଷ ଧରି ପୂଜା ଅନୁଷ୍ଠିତ ହୋଇଆସୁଛି। ଏଠାରେ ପୂଜା ୫ ଦିନ ଧରି ଚାଲିଥିଲା। ପ୍ରତ୍ୟେକ ସନ୍ଧ୍ୟା ନ୍ୟାରେ ସାଂସ୍କୃତି ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ହ୍ନ ଓ ସନ୍ଧ୍ୟାରେ ପ୍ରସା ସେବନ ବ୍ୟବସ୍ଥା କରାଯାଇଥିଲା। ପୂଜାକୁ ସଂସଦର କର୍ମକର୍ତ୍ତା ଶ୍ରୀକା ଜେନା, ଅକ୍ଷୟ ଜେନା, ବିକ୍ରମ କେଶରୀ ଜେନା, ସତ୍ୟାନନ୍ଦ ଜେନା, ଅଶୋକ ଜେନା ଓ ବିବେକାନନ୍ଦ ଜେନା ପ୍ରମୁଖ ପରିଚାଳନା କରିଥିଲେ। ଛକର ସମସ୍ତ ବ୍ୟବସାୟୀ ସହଯୋଗ କରିଥିଲେ।
ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ