Hot Posts

6/recent/ticker-posts

ରାୟଗଡା ସହର ରାମ କୃଷ୍ଣ ନଗର ର ମା ଗଜ ଲଷ୍ମୀ ପୂଜା କମିଟି ର ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାୟଗଡ଼ା, ୨୧ / ୧୦ ( ଭି. ଗୌରିଶଙ୍କର ରାଓ ) : ରାୟଗଡ଼ା ସହର ର ରାମ କୃଷ୍ଣ ନଗର ଗଜ ଲଷ୍ମୀ ପୂଜା କମିଟିଦ୍ୱାରା ନବମ ଲାଇନ ଠାରେ ଓଡିଶା ଖଣି ନିଗମ ସହାୟତା ରେ ପରି ବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ କାର୍ଯ୍ୟ କର୍ମ ଆଜି ଦିବା 10ଘଟିକା ସମୟ ରେ କରା ଯାଇ ଥିଲା l ଏହି ବୃକ୍ଷ ରୋପଣ ଅଭିଯାନ ରେ ପୂଜା କମିଟି ଉପଦେଷ୍ଟା ଭବାନୀ ଶଙ୍କର ଜେନା ପୂଜା କମିଟି ର ସଭାପତି କିଶୋର ପଣ୍ଡା.ଉପସଭାପତି ତପନ କୁମାର ମହାଳି.ସମ୍ପାଦକ ବିପିନ ବିହାରୀ ବିଶ୍ୱାଳ. କୋଷାଦକ୍ଷ ନିଲୁ ମିଶ୍ର ଜିଲ୍ଲା ସାମ୍ବାଦିକ ମନ ରଞ୍ଜନ ସତପଥି ଫଟୋ ନୂଏସ ଗୌରାଙ୍ଗ ଚରଣ ସାମଲ ସୁନୀଲ ପାଢ଼ୀ.ଅମର ଜେନା ସଚ୍ଚିଦାନନ୍ଦ ଖାଡ଼ଙ୍ଗା କମିଟି ର ସଦସ୍ୟ ବୃନ୍ଦ ସମାଜ ସେବି ଓ ବଳରାମ ପଣ୍ଡା କୌଶଳ ବିକାଶ ର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ