Hot Posts

6/recent/ticker-posts

ରାୟଗଡ଼ାରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ନିର୍ମମ ହତ୍ୟା

ରାୟଗଡ଼ା, ୨୭ / ୦୮ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ାରେ ପୂର୍ବ ଶତ୍ରୁତା ନେଇ ଏକ ହତ୍ୟାକାଣ୍ଡ! ଏହା କୁ କେନ୍ଦ୍ର କରି କେନ୍ଦ୍ର କରି ରୋହିତ ଥାପାଙ୍କୁ ନାମକ ଏକ ବ୍ୟକ୍ତି ବୟସ 25ନିର୍ମମ ଭାବେ ହତ୍ୟା କରାଯାଇଛି। ଘଟଣା ଟି ଘଟିଛି ଅଗ୍ନିଶମ ବିଭାଗ ନିକଟରେ ଥିବା ପଡ଼ିଆରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।ଘଟଣା ଘଟିବା ପରେ କିଛି ଲୋକ ଓ ପରିବାର ସଦସ୍ୟମାନେ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ, କିନ୍ତୁ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ସୂଚନା ଅନୁସାରେ ମୃତ ରୋହିତ, ରାୟଗଡ଼ା ମହିଳା ମହାବିଦ୍ୟାଳୟ ପଛପଟ ହରିଜନ ସାହିର ବାସିନ୍ଦା ବୋଲି ଜଣାପଡ଼ିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।