Hot Posts

6/recent/ticker-posts

ଜୟପୁରରେ ଲଗାଣ ବର୍ଷାର ତାଣ୍ଡବ — ସହର ସପୂର୍ଣ୍ଣ ଜଳମଗ୍ନ

ଜୟପୁର, ୨୭ / ୦୮ ( ଗୁପ୍ତ ପ୍ରସାଦ ପତ୍ରିକା ) : ବର୍ଷା ଲଗାଣ ବର୍ଷାର ତାଣ୍ଡବ ଯୋଗୁଁ ଜୟପୁର, ବୌପାରିଗୁଡ଼ା ସପୂର୍ଣ ଜଳମଗ୍ନ ହୋଇଯାଇଅଛି ।ସପୂର୍ଣ୍ଣ ଯାତାୟାତ ବାଧାପ୍ରାପ୍ତ ହୋଇପଡ଼ିଛି ..ଗୋଟିଏ ପ୍ରକାର କୃତ୍ରିମ ବନ୍ୟା ପରିସ୍ତିତି ଦେଖାଯାଇଛି .. ବାଇପାସ,ରୋଡ, ପି, ଆର ପେଟା,ନୂଆ ସାହି ସଂପୂର୍ଣ୍ଣ ଜଳ ମଗ୍ନ ହେଇଯାଇଛି ଘରେ ଘରେ ପାଣି ପସିଜାଇଛି। ଲୋକମାନେ ବାଲଟି ରେ ପାଣି ବାହାର କରି . ଥିବା ନଜରକୁ ଆସିଛି .। ଜୟପୁର ପୌର ପ୍ରସାଶନ ..ପାଇପାସ ରୋଡ଼ ଡ୍ରେନ୍‌ ଖଳି କାମ ଚାଲିଥିବା ସମୟରେ ଏହି ଲଗାଣ ବର୍ଷା ଲୋକଙ୍କ ଦାଉ ସାଜିଛି । ଲୋକେ ନାହିନଥିବା ପରିସ୍ଥିତି ଦେଖାଯାଇଛି । ଜୟପୁରରେ ଆଜି ୧୮୦ Cc % ତାପରେ ବର୍ଷା ହେଇଥିବେଳେ ବୌପାରିଗୁଡ଼ା ୩୦୦ Cc  ରେ ବର୍ଷା ହେଇଥିଲା ଫଳରେ ଯାନ ବାହନ ଚ଼ଳାଚଳି ବାଧାପ୍ରାପ୍ତ ହୋଇଥିଲା ..ଲୋକଙ୍କ କହିବା ଅନ୍ତଯାୟୀ .. ଡ୍ରେନ୍ଏଜ ସିସଟମ ଠିକ୍ ହେଲେ ପାଣି ନିସ୍କାସିତ ହେଇପାରିବ .I ଏହି କେତକ ପୂରୁଣା ଘର .ଦ୍ଭାଙ୍ଗିପଡିଛି, କିନ୍ତୁ କୌଣଷି ପ୍ରକାରେ ପ୍ରାଣ ହାନି ହୋଇନଥିବା ବେଳେ ..ଜୟପୁର ବାସିକି ..ଅଳ୍ପକିଛି କ୍ଷତି ସହିବାକୁ ପଡିଛି।