ସେବା ସଂକଳ୍ପ ଅଭିଯାନ
ବେଗୁନିଆ, ୩୦/୦୯ ( ମାନସ ରଞ୍ଜନ କର ) : ଖୋରଧା ଜିଲ୍ଳାସ୍ତରିୟ ସେବା ସଂକଳ୍ପ ଅଭିଯାନରେ ସରକାରି ପ୍ରାଥମିକ ବିଦ୍ୟାଳୟ ସୁଆଁଳର ପଞ୍ଚମ ଶ୍ରେଣି ଛାତ୍ର ଅମ୍ଳାନ କୁମାର ମଙ୍ଗରାଜଚିତ୍ରାଙ୍କନ ପ୍ରତିଯୋଗିତାରେ ଦିତିୟସ୍ଥାନ ଅଧିକାର କରି BJB ସରକାରି ଉଚ୍ଚବିଦ୍ୟାଳୟ ଖୋରଧା ଠାରେ ସେବା ସଂକଳ୍ପ ଅଭିଯାନରେ ସାମିଲ ହୋଇ ମୁଖ୍ୟଅତିଥିDEO ଖୋରଧା ସୋନାମିକା ରାୟ, ସଭାପତି DEO ଖୋରଧା ମୋନାଲିସା ନାୟକ, ସମ୍ମାନିତ ଅତିଥି କୋଡିନେଟର DRC ଖୋରଧା ସୁନିତା ପଟ୍ଟନାୟକ, ABEO ଭରତଚନ୍ଦ୍ର ପ୍ରଧାନ,ABEO ଲକ୍ଷ୍ମୀପ୍ରିୟା ନାୟକ, ମଞ୍ଚ ପରିଚାଳନା କରିଥିଲେ CRCC ଖୋରଧା ରେବତି ପଣ୍ଡା, ଧନ୍ୟବାଦ ଦେଇଥିଲେ ଜୋର୍ତିମୟୀ ପ୍ରିୟଦର୍ଶିନି ପଣ୍ଡା ଉପସ୍ଥିତ ରହି ପିଲାମାନଙ୍କୁ ପୁରଷ୍କାର ବଣ୍ଟନ କରିଥିଲେ ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତିଦାସ, ସହ ଶିକ୍ଷୟତ୍ରୀ ରାନୁ ପ୍ରଭା ମଙ୍ଗରାଜଓ ସନ୍ଧ୍ୟାରାଣି ପରିଡା ନିଜ ବିଜ୍ଯାଳୟର ପିଲା ପୁରଷ୍କାର ଗ୍ରହଣ କରିଥିବାରୁ ସବୁ ପିଲାମାନଙ୍କୁ ଧନ୍ୟବାଦ ଦେଇ ଆଗକୁ କିପରି ପିଲାମାନେ ରାଜ୍ୟସ୍ତର ପର୍ଯ୍ୟନ୍ତ ପହଞ୍ଚିପାରିବେ ସେଥିପ୍ରତି ଧ୍ୟାନ ଦେବେ ବୋଲି କହିଥିଲେ