ସିନାପାଲିର ତିନି ମଣ୍ଡଳରେ ଗର୍ଜିଲା ଦେଶପ୍ରେମର ନାରା, ବିଶାଳ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା
ସିନାପାଲି, ୧୪/୦୮ ( ପରମେଶ୍ୱର ମେହେର ) : ଭାରତୀୟ ମାନଙ୍କ ଗର୍ବ ଏବଂ ଗୌରବ ତ୍ରିରଙ୍ଗା ପତାକା, ବର୍ତ୍ତମାନ ସମୟରେ ଯାହା ସମ୍ମୁଖରେ ସାରା ବିଶ୍ଵ ନତମସ୍ତକ 1ସ୍ତକ। ବିଦେଶରେ ଚାଲୁଥିବା ମହାଯୁଦ୍ଧରୁ ଜୀବନ ବଞ୍ଚାଇ ଖାଇବା ପାଇଁ ଅନେକ ବିଦେଶୀ ନାଗରିକ ଭାରତୀୟ ତ୍ରିରଙ୍ଗା ପତାକାର ସାହାରା । ନେଇଥିବା ବିଗତ ଦିନରେ ଦେଖୁବାକୁ ମିଲିଥିଲା। କାଶ୍ମୀର ଠାରୁ କନ୍ଯାକୁମାରୀ, ଗୁଜୁରାଟ ଠାରୁ ଓଡ଼ିଶା, ସାରା ଭାରତରେ ଉତ୍ସାହ ସହିତ ଆଗେଇ ଚାଲିଚି ହର ଘର ତ୍ରିରଙ୍ଗା ଅଭିଯାନ । ଦେଶ ପ୍ରେମ ଓ ଜାତୀୟ ଏକତାର ବାର୍ତ୍ତା ନେଇ ନୂଆପଡା ଜିଲ୍ଲା, ସିନାପାଲି ବ୍ଲକ ଅନ୍ତର୍ଗତ ଉଦନ୍ତୀ ମଣ୍ଡଳ, ସମଲେଇ ମଣ୍ଡଳ ও ବୁଢାଦେଓ ମଣ୍ଡଳ ରେ ଗର୍ଜିଲା ଦେଶପ୍ରେମ ନାରା, ହର ଘର ତ୍ରିରଙ୍ଗା ସହିତ ବିଶାଳ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା ରେ ଦେଖୁବାକୁ ମିଲିଥିଲା ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କର ଅତୁଟ ଦେଶପ୍ରେମ ର ଉତ୍ସାହ। ପୂର୍ବ ପ୍ରସ୍ତୁତି ଅନୁସାରେ ମଣ୍ଡଳ ସଭାପତି ମାନଙ୍କ ନେତୃତ୍ବ ଏବଂ ବରିଷ୍ଠ କାର୍ଯ୍ୟକର୍ତ୍ତା ମାନଙ୍କ ତତ୍ତ୍ୱାବଧାନ ସ୍ଥାନରେ ଏକ ନିର୍ଦ୍ଦିଷ୍ଟ ଜାଗାରେ ବିଜେପି କାର୍ଯ୍ୟକର୍ତ୍ତା ମାନେ ଏକତ୍ରୀତ ହୋଇ ପୃଥକ ପୃଥକ ଭାବରେ ତିନୋଟି ମ ମଣ୍ଡଳରେ ଦେଶପ୍ରେମ ନାରା ଲଗାଇ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା ମାଧ୍ଯମରେ ପ୍ରତି ଗାଁ କୁ ବୁଲିଥିଲେ ଶତାଧିକ କାର୍ଯ୍ୟକର୍ତ୍ତା । ଏହି କାର୍ଯ୍ୟକ୍ରମକୁ ଦେଖୁ। କୁ ଦେଖୁ ଜନସାଧାରଣଙ୍କ ମନରେ ମଧ୍ୟ ଦେଶ ଦେଶପ୍ରେମ ର ଅପାର ଉତ୍ସାହ ଦେଖିବାକୁ ମିଲିଥିଲା । ଜାତୀୟ ପତାକା ପ୍ରତି ସମ୍ମାନ, ଦେଶର ଅଖଣ୍ଡତା ଓ ସାମାଜିକ ଏକତା ବଜାଇ ରଖୁବା ପାଇଁ ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ମାନେ ସମସ୍ତଙ୍କୁ ଙ୍କୁ ଆହ୍ବାନ ଦେଇଥିଲେ I ତ୍ରିରଙ୍ଗା । ପତାକାର ଗୌରବ ଓ ଦେଶପ୍ରେମ ର ବାର୍ଭାକୁ କୁ ନେଇ ଆୟୋଜିତ ଏହି ଶୋଭାଯାତ୍ର ଭାଯାତ୍ରା ସିନାପାଲି ଅଞ୍ଚଳରେ ଏକତା, ଭାଇଚାରା ଓ ଓ ଜାତୀୟତା ବୋଧକୁ ନେଇ ନୂଆ ଉତ୍ସାହ ସୃଷ୍ଟି କରିଛି 1