Hot Posts

6/recent/ticker-posts

ଭଅଁରା ରେ ସେବା ସ୍ୱାସ୍ଥ୍ୟସେବା

ବରୀ, ୧୪/୦୮ ( ରଂଜିତ ମହାନ୍ତି ) : ଲଗାଣ ବର୍ଷା ଓ ବନ୍ୟା ପରେ ଆଜି ବରୀ ବ୍ଳକ ଭଅଁରା ଗ୍ରାମରେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଥିଲା l ଏଥିରେ ଫାର୍ମଶିଷ୍ଠ ପ୍ରସନ୍ନଜିତ କର, ମହିଳାସ୍ୱାସ୍ଥ୍ୟ କର୍ମୀ ମୋନାଲି ମହାପାତ୍ର, ମେନକା ମହାରଣା ଯୋଗଦେଈ ଭଅଁରା, ରାଇପୁର, ପୋଡ଼ପଡା, ପାଳସାହି ଗ୍ରାମରୁ ବହୁ ଲୋକ ଆସି ବିଭିନ୍ନ ଔଷଧ ନେଇଥିଲେ l ଏଥିରେ ସାମାଜିକ କର୍ମୀ ବିଶ୍ୱଭୂଷଣ ଜେନା, କିଶୋର ପୃଷ୍ଟି ସହଯୋଗ କରିଥିଲେ l