କଳାହାଣ୍ଡି, ୧୭/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ଗାଡେବନ୍ଦ ଗ୍ରାମପଞ୍ଚାୟତ ଗାଡେବନ୍ଦ ଗ୍ରାମରେ ରହିଥିବା ଅଙ୍ଗନବାଡି କେନ୍ଦ୍ର ରେ କୋମଲ ମୋତି ଛାତ୍ର ଛାତ୍ରୀ ସଂଖ୍ୟା ଯଦି କହିବା 30 ଜଣ କୋମଲ ମୋତି ଛାତ୍ର ଛାତ୍ରୀ ଅଛନ୍ତି ହେଲେ ଆଜି କି ଦୁଇ ବର୍ଷ ହେଵ ସରକାର ଯୋଗାଉଥିବା କୋମଲମତି ଙ୍କ ପାଇଁ ପୁଷ୍ଟିକର ରନ୍ଧା ଖାଦ୍ୟ ମିଳିନଥିବା ଅଭିଯୋଗ ହେଉଛି, ଅଭିଯୋଗ ହେଉଥିବାରୁ ଆମେ ଗାଡେବନ୍ଦ ଅଙ୍ଗନବାଡି କେନ୍ଦ୍ର କୁ ପହଂଚି ପଚାରିବାରୁ ଅଙ୍ଗନବାଡି କର୍ମୀ ଙ୍କ ସହ ସିଧା ସଳଖ ପ୍ରତିକ୍ରିୟା ନେଇଥିଲୁ ହେଲେ ଅଙ୍ଗନବାଡି କର୍ମୀ ମଧ୍ୟ୍ୟ କହିଛନ୍ତି ଆଜିକି ଦୁଇ ବର୍ଷ ହେଵ ମୁଁ ଛାତ୍ର ଛାତ୍ରୀ କୁ ସରକାର ଯୋଗାଉଥିବା ପୃଷ୍ଟିକର ରନ୍ଧା ଖାଦ୍ୟ ଦେଇନାହିଁ ବୋଲି କହିଛନ୍ତି, ମୋ ଅଙ୍ଗନବାଡି କେନ୍ଦ୍ର ରେ ହେଲ୍ପର ନ ଥିବାରୁ ଏହି ସମସ୍ୟା ହୋଇଛି ତେଣୁ ସରକାରଙ୍କ ଯୋଉ ପୃଷ୍ଟିକର ଖାଦ୍ୟ ଆସୁଛି ତାହା ମୁଁ ନ ରାନ୍ଧି ଛାତ୍ର ଛାତ୍ରୀ ଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟି ଦେଉଛି ବୋଲି କହିଛନ୍ତି ହେଲେ ଏଠି ପ୍ରଶ୍ନବାଚୀ,ସୃଷ୍ଟି କରୁଛି କି ସରକାର ଯୋଗାଉଥିବା କୁନି କୁନି ଛାତ୍ର ଛାତ୍ରୀ ଙ୍କ ପୃଷ୍ଟିକର ଖାଦ୍ୟ ରାନ୍ଧି କି ଦେବା କଥା ହେଲେ ଏଠି ଅଲଗା ଏନେଇ ଆମେ ନର୍ଲା cdpo ଙ୍କୁ ଫୋନ୍ ଯୋଗେ ପଚାରିବାରୁ ମୁଁ ମୋ ସୁପରଭାଇଜର କୁ enquiry ପାଇଁ ପଠାଇଵି ବୋଲି କହିଛନ୍ତି ଦେଖା ଯାଉ ନିୟୁଷ ପ୍ରସାରଣ ପରେ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା
କଳାହାଣ୍ଡି ଜିଲ୍ଲା ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

