ବନ୍ୟାଗ୍ରସ୍ତ ଅଞ୍ଚଳ ପରିଧାନ କଲେ ସ୍ଵାସ୍ତ୍ୟ ପରିବାର କଲ୍ୟାଣ ମନ୍ତ୍ରୀ,ମୁକେଶ ମହାଳିଙ୍ଗ
ଧୂସୁରୀ, ୦୭/୦୮ ( ନବଦୂତ ) : ସୂଚନାଯୋଗ୍ୟ-ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ବହୁବନ୍ୟା ଗ୍ରସ୍ତ ଅଂଚକ ପରିଧାନ କଲେ ସ୍ଵାସ୍ତ୍ୟ ପରିବାର ଓ କଲ୍ୟାଣ ମନ୍ତ୍ରୀ ଡ଼ଃ:ମୁକେଶ ମହାଳିଙ୍ଗ, ତଥା ଧ୍ୱସୁରି ପ୍ରାଥମିକ ସ୍ଵାସ୍ତ୍ୟସେବା କୁ ପରିଦର୍ଶନ କରିଥିଲେ, ବନ୍ୟା ପୀଡିତ ଅଞ୍ଚଳ ରେ କିଭଳି ବିଶୁଦ୍ଧପାନୀୟ ଜଳ, ନିଶୁଳ୍କ ଔଷଧ, ସ୍ଵାସ୍ତ୍ୟ ସେବା, ଯଥା ଲୋକମାନେ କିଭଳି ନାନା ପ୍ରକାର ସଂକ୍ରମଣ ରୋଗ ରୁ ବଂଚିତ ହେବେ, ଏ ବିଷୟ ରେ ଏକ ସ୍ଵାସ୍ତ୍ୟ ସେବା ଶିବିର ବୈଠକ ଅନୁଷ୍ଠିତ ରେ ,ଭଦ୍ରକ ବିଧାୟକ, ଜିଲାପାଳ, ଅନ୍ୟ ସରକାରୀ କର୍ମୀ, ମାନଙ୍କୁ ସଚେତନ ଜରାଇ ଥିଲେ, ଆଖପାଖ ବହୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ଲୋକମାନଙ୍କ ସହ ବାର୍ତାଳାପ କରି ଥିବାରସୂଚନା ମିଳିଛି।
ମାନସ କୁମାର ସାହୁ