Hot Posts

6/recent/ticker-posts

*ବୁଡ୍ରାଭଲ୍ସାରେ ଖୋଲିଲା ରାମୁ ହୋମଫୁଡ୍ସ ଆଣ୍ଡ ପିକଲ୍ସ*

ରାୟଗଡା, ୨୩/୦୮ ( ଭି. ଗୌରି ଶଙ୍କର ରାଓ ) : ରାୟଗଡା ସହର ବୁଡ୍ରାଭଲ୍ସା ନେହେରୁ ନଗର ୨ୟ ଲେନ୍ ପ୍ରିୟା ବ୍ୟୁଟି ପାର୍ଲର ନିକଟରେ ରାମୁ ହୋମଫୁଡ୍ସ ଆଣ୍ଡ ପିକଲ୍ସ ଏବଂ ରାମୁ କ୍ୟାଟେରିଂ କମ୍ କୁକିଂର ଶୁଭାରମ୍ଭ ହେବାକୁ ଯାଉଛି। ଆସନ୍ତାକାଲି ଅର୍ଥାତ୍ *୨୩ ଅଗଷ୍ଟ, ରବିବାର ସକାଳ ୯.୩୫ ମିନିଟ୍* ରେ ଏହାର ଗ୍ରାଣ୍ଡ ଓପନିଂ ହେବ। ଏଠାରେ ଘରୋଇ ପ୍ରସ୍ତୁତ ସୁଆଦିଆ ଖାଦ୍ୟ, ବିଭିନ୍ନ ପ୍ରକାର ଆଚାର ଏବଂ କ୍ୟାଟେରିଂ ସେବା ଉପଲବ୍ଧ ହେବ। ଉଦଘାଟନ ଅବସରରେ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ଅଫର ମଧ୍ୟ ରହିଛି। ଅଧିକ ସୂଚନା ପାଇଁ *୮୯୮୪୮୨୧୬୯୮ / ୯୪୩୭୮୨୧୬୯୮* ନମ୍ବରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।