Hot Posts

6/recent/ticker-posts

ଯାତ୍ରୀ ବିଶ୍ରାମଗାର ଶୋଚନୀୟ

ବରୀ, ୨୫/୦୮ ( ରଂଜିତ ମହାନ୍ତି ) : ବରୀ ବରୁଆଁ ମୁଖ୍ୟରାସ୍ତା ପାର୍ଶ୍ଵ ସାନକୁଝାଲା ନିକଟରେ ଥିବା ଯାତ୍ରୀ ବିଶ୍ରାମଗାର ଅବସ୍ଥା ଶୋଚନୀୟ ହେଇପଡିଛି l ଖରା ହେଉ କି ବର୍ଷା କିମ୍ବା ଗାଡିକୁ ଏହି ବିଶ୍ରାମଗାର ଟିକେ ବସି ଅପେକ୍ଷା କରିଥାନ୍ତି ଲୋକମାନେ l ତଳୁ ମାଟି ଦେଖା ହେବା ଭାଙ୍ଗିରୁଜି ଗଲାଣି ଦୀର୍ଘ ଦିନ ରଙ୍ଗ ଟିକେ ଲାଗିନି ମରାମତି ନହେବା ଫଳରେ ଭାଙ୍ଗିରୁଜି ଗଲାଣି l ଏହି ରାସ୍ତା ଯାତ୍ରୀଟିଏ ଯାଇଥିଲେ ବର୍ଷା ଦିନ ମୁଣ୍ଡ ଗେଞ୍ଜି ଦେଇଥାଏ l ଯାତ୍ରୀ ବିଶ୍ରାମଗାରକୁ ମରାମତି କରିବାକୁ ସାଧାରଣ ଦାବି ହେଉଛି l