Hot Posts

6/recent/ticker-posts

ରାଜାବଗିଚା ହାଇସ୍କୁଲରେ ନୂତନ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ

କଟକ, ୦୭/୦୭ ( କାହୁଁ ଚରଣ ବାରିକ ) : ମଙ୍ଗଳବାର ରେଭେନ୍ସା କଲିଜିଏଟ ସ୍କୁଲର ବରିଷ୍ଠ ଶିକ୍ଷକ ପରେଶ୍ କୁମାର ମଲ୍ଲ ପଦୋନ୍ନତି ପାଇ ସ୍ଥାନୀୟ ମୁନିସିପାଲ ସିଟି ସରକାରୀ ହାଇସ୍କୁଲ ରାଜାବଗିଚାରେ ଯୋଗଦାନ କରିଛନ୍ତି। ବିଦ୍ୟାଳୟର ପରିଚାଳନା ସମିତିର କର୍ମକର୍ତ୍ତା ତଥା ଶିକ୍ଷକ ଶିକ୍ଷୟିତ୍ରୀମାନେ ପରେସ ମଲ୍ଲଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।