Hot Posts

6/recent/ticker-posts

ପଣସ ପୁଟ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଙ୍କ ଅବସର ପରେ ଇନ୍ ଚାର୍ଜ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵ ଗ୍ରହଣ କଲେ ଶିକ୍ଷକ ଅଶୋକ କୁମାର ପ୍ରଧାନ

ମାଲକାନଗିରି, ୦୧/୦୭ (ଶରତ ଚନ୍ଦ୍ର ଖରା) : ଆଜି ପଣସ ପୁଟ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ରଥ ମହୋଦୟ ଆଜି ସରକାରୀ ଚାକିରୀ ରୁ ଅବସର ନେବା ପରେ ସେହି ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଶ୍ରୀ ଅଶୋକ କୁମାର ପ୍ରଧାନ ଙ୍କୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ବିଦ୍ୟାଳୟର ସମସ୍ତ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ତୁଲାଇ ବା ସହିତ ଆଗାମୀ ଦିନରେ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଗଡିବାରେ ମୁଁ ଯେତେ ବାଧା ବିଘ୍ନ ହେଲେ ମଧ୍ୟ ଠିକ୍ ରୂପରେ ସ୍କୁଲ ର ସମସ୍ତ କାର୍ଯ୍ୟକୁ ଆଗେଇ ନେବେ ବୋଲି ମତବ୍ୟକ୍ତ କରିଛନ୍ତି।


ମାଲକାନଗିରି ଜିଲ୍ଲା ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ଖରା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ।