Hot Posts

6/recent/ticker-posts

ଖରେସ୍ରୋତା ପ୍ରଥମ ବନ୍ୟା

ଯାଜପୁର, ୦୮/୦୭ ( ରଂଜିତ ମହାନ୍ତି ) : ଲଘୁଚାପ ଜନିତ ପ୍ରଭାବ ରେ ଲଗାଣ ବର୍ଷା ହେବା ଫଳରେ ଖରେଶ୍ରୋତା ଓ ତାହାର ଶାଖା ନଦୀ ତନ୍ତୀଘାଇ ରେ ପ୍ରଥମ ଥର ବନ୍ୟାଜଳ ଆସିଛି l ଏହି ବନ୍ୟା ଜଳ କ୍ରମଶ ବୃଦ୍ଧି ପାଇବା ରେ ଲାଗିଛି ପ୍ରବଳ ବର୍ଷା ଯୋଗୁ ବରୀ ବ୍ଲକର ବିଭିନ୍ନ ଚାଷ ଜମିରେ ପୋଟଳ, ବାଇଗଣ, ଭେଣ୍ଡି, ଜହ୍ନ୍ନ୍ନି ବର୍ଷା ଜଳ ରେ ଫସଲ ନଷ୍ଠ ହେବାର ସମ୍ବାବନା ରହିଛି l ପଛ ବୁଣା ଧାନ ପାଣି ପସିଲେ ନଷ୍ଠ ହେବାର ସମ୍ବାବନା ରହୁଛି ବନ୍ୟା ଆସିବା ଦ୍ୱରା ତନ୍ତୀଘାଇ ନଦୀର ଚିଙ୍ଗୁଡିଆ ନାଳ ର ଏରଡା ଠାରେ ଏବଂ ରତଲାଙ୍ଗ ଠାରେ ଆସ୍ତାୟୀ ବାଉଁଶ ପୋଲ ୨ ଟି ଉପରେ ବନ୍ୟାପାଣି ଚଡ଼ିଯାଇଛି l ଲୋକମା ଙ୍କ ଯାତାୟତ ଠପ ରହିଛି l