Hot Posts

6/recent/ticker-posts

ପୁଣି ଥରେ ସିଡିଏ ଅଞ୍ଚଳରେ ଥିବା ବ୍ୟାରିକେଡ଼ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ❓

କଟକ, ୨୫/୦୭ ( କାହୁଁ ଚରଣ ବାରିକ ) : ଶୁଣିବାକୁ ମିଳୁଛି ଯେ, କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବ୍ୟାରିକେଡ଼ ବ୍ୟବସ୍ଥା ଏପରି ହେବା କଥା, ଯାହାଦ୍ୱାରା Emergency Vehicle ଏବଂ Bus ନିର୍ବିଘ୍ନରେ ଯାତାୟାତ କରିପାରିବ। କିନ୍ତୁ ବର୍ତ୍ତମାନ ଯେଉଁ ପରିସ୍ଥିତି ଦେଖାଯାଉଛି, ସେଥିରେ ଗୋଟିଏ ଛୋଟ ଗାଡ଼ି ମଧ୍ୟ ଯିବା-ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛି। ଯଦି ପ୍ରକୃତରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ Emergency Vehicle ଏବଂ Bus ଚଳାଚଳ କରିବା ସୁନିଶ୍ଚିତ କରିବାକୁ କୁହାଯାଇଛି, ତେବେ ବର୍ତ୍ତମାନର ଏହି ବ୍ୟାରିକେଡ଼ ବ୍ୟବସ୍ଥା ସେହି ନିର୍ଦ୍ଦେଶ ସହ ସମନ୍ୱୟ ରଖୁଛି କି ନାହିଁ, ତାହା ସ୍ପଷ୍ଟ କରାଯିବା ଆବଶ୍ୟକ