Hot Posts

6/recent/ticker-posts

ସରକାରୀ ପ୍ରାଥମିକ ବିଦ୍ୟାଳୟ ବେଗୁନିଆ ଶତବାର୍ଷିକ ଉତ୍ସବର ଦିତୀୟ ଦିବସ

ବେଗୁନିଆ, ୨୯/୦୬ ( ମାନସ ରଞ୍ଜନ କର ) : ବେଗୁନିଆ ବ୍ଳକ ସରକାରୀ ପ୍ରାଥମିକ ବିଦ୍ୟାଳୟର ବେଗୁନିଆ ଶତବାର୍ଷିକ ଉତ୍ସବର ଦିତୀୟ ଦିବସରେ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ସାହୁଙ୍କ ତତ୍ୱାବଧାନରେ ଉପସଭାପତି ପୂର୍ଣ୍ଣଚନ୍ଦ୍ର ଦାସ ସଂପାଦକ ସରୋଜ କୁମାର ବେହେରା ସହ ସଂପାଦକ ସୁସାନ୍ତ କୁମାର ସ୍ଵାଇଁ କୋଷାଦକ୍ଷ ନିରୋଜକାନ୍ତ ପ୍ରଧାନ ସହକାରୀ ଶିକ୍ଷୟତ୍ରୀ ଶୁଭଶ୍ରୀସାହୁ ଓ ଜିଜ୍ଞାସା ପାଣୀ ଗ୍ରାହୀ, ଗ୍ରାମର ସଭାପତି ମାୟାଧର ମାର୍ଥା, ରାଜସ୍ଵ ନୀରିକ୍ଷକ ପୂର୍ବତନ ଗ୍ରାମ୍ୟ କମିଟି ସଭାପତି ଲାଲା ଦିଲ୍ଲିପ କୁମାର ରାୟ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସନ୍ଧ୍ୟାରାଣୀ ବେହେରା, ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ବଳିୟାର ସିଂହ (ଗୁଣ୍ଡା) ସରପଞ୍ଚ ସତ୍ୟନାରାୟଣ ପ୍ରଧାନ (ବାବାଜି) ଉପଜ୍ୟେଷ୍ଠା ଭାଗିରଥି ପରିଡା ମୁଖ୍ୟ ଉପଦେଷ୍ଟା ବେଗୁନିଆ ବୋଲଗଡ ବିଧାୟକ ପ୍ରଦୀପ କୁମାର ସାହୁ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳରାସହିତ ଶତବାର୍ଷିକ ର ଦିତୀୟ ଦିବସ ଟିକୁ ଶେଷକରିଥିଲେ
👌🏻