ଭଦ୍ରକ-ବାଇକ ଚୋରୀ ରାକେଟ ର ପର୍ଦା ଫ୍ଲାସ ୫ଚୋର ସହ୧୦ବାଇକ ଜବତ
ଭଦ୍ରକ ୨୯/୦୬ ( ନବଦୂତ ) : ସୂଚନା ମୁତାବିକ ଭଦ୍ରକ ଟାଉନ ପୋଲିସ ଚଡାଉ କରି ଆଖ ପାଖ ବହୁ ଅଂଚଳ ରୁ ଲୋକମାନଙ୍କ ବାଇକ ଚୋରୀ କରୁଥିବା ଚୋର ଦଳ କୁ ଗିରଫ କରିଛି। ଭଦ୍ରକ ଜିଲ୍ଲା ଟାଉନ ପୋଲିସଙ୍କ ସୂଚନା ଅନୁଯାଇ-ରୋହିତ ମହମ୍ମଦଖାନ, ଏସକେ ଗୁଲଫାନ, ଏସକେ ଅଲତାଵ, ସାଗର ଖାନ ଓ ରାଜେଶ ମୁଣ୍ଡା ଏ ପାଞ୍ଚ ଜଣ ବାଇକ ଲୁଟେରା ଭିନ ଭିନ୍ନ ଅଞ୍ଚରେରେ ସୁଯଗ ଦେଖି ବାଇକ ଚାବି ଭାଙ୍ଗି ବାଇକ ଚୋରୀ କରୁ ଥିବାର ଖବର ମିଳିଥିବା ବେଳେ , ଟାଉନ ପୋଲିସ ଟିମ ବାଇକଚୋର ଦଳକୁ ଗିରଫକରିବା ସହ ସେମାନଙ୍କ ଠାରୁ ୧୦ଟି ଚୋରୀ କରିଥିବା ବାଇକ ଜବତ କରିଥିବାର ସୂଚନା ମିଳିଛି।