କଟକରେ ‘Sunday on Cycle’ ଯାତ୍ରା ଆୟୋଜିତ
କଟକ, ୨୪/୦୫ ( କାହୁଁ ଚରଣ ବାରିକ ) : କଟକରେ ‘Sunday on Cycle’ ଯାତ୍ରା ଆୟୋଜିତ ହୋଇଯାଇଛି. ଏହି ଅବସରରେ କଟକ ରେ ସାଇକଲ ଚଳାଇଲେ କ୍ରାଇମ୍ ବ୍ରାଞ୍ଚ ଡି ଜି ବିନୟତୋଶ ମିଶ୍ର , ବରିଷ୍ଠ ଆଇ ପି ଏସ ଅଧିକାରୀ ଅମିତେନ୍ଦ୍ର ନାଥ ସିହ୍ନା ଓ କଟକ ଡି ସି ପି ଋଷିକେଶ ଖିଲାରୀ। ଏହି ଯାତ୍ରା ର ମୂଳ ଲକ୍ଷ୍ୟ ଥିଲା ସାଇକେଲିଂ ଦ୍ୱାରା କେମିତି ଜନସାଧାରଣ ଫିଟ ହୋଇ ରହିବାକୁ ପଡିବ ଏହା ପୋଲିସର ବାର୍ତ୍ତା ଥିଲା. ପୋଲିସର ର ଏହି ସଚେତନତା କୁ ନଜର ରେ ରଖି ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା.
•୨୦୩୦ କମନୱେଲ୍ଥ ଗେମ୍ସକୁ ନଜରରେ ରଖି ସାଇକେଲ ଯାତ୍ରା
•ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ସାଇକେଲ ବ୍ୟବହାରର ଆହ୍ୱାନ
•କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କ ଦ୍ୱାରା ସାଇକେଲ ରାଲି ଶୁଭାରମ୍ଭ
•ବ୍ୟସ୍ତ ଜୀବନରେ ଫିଟନେସ ପାଇଁ ସାଇକେଲିଂ ଜରୁରୀ
•ତେଲ ସଞ୍ଚୟ ସହ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସାଇକେଲ ଅଭିଯାନ