Hot Posts

6/recent/ticker-posts

ଜମିବାଡି ଗଣ୍ତଗୋଳ ସହିତ ଅ ଶାଳିନ ଦୃଶ୍ଯ ପ୍ରଦର୍ଶନରେ ସାମ୍ବାଦିକ ସମ୍ମିଳନୀ ଥାନାରେ ଅଭିଯୋଗ l

ବାଲେଶ୍ୱର, ୦୧/୦୫ ( ପ୍ରଭାକର ମଲ୍ଲିକ ) : ବାଲେଶ୍ଵର ଜିଲ୍ଲା ବସ୍ତାଥାନା ଅନ୍ତର୍ଗତ ବେଣାପୁରା ଗ୍ରାମରେ ଶ୍ରୀମତୀ ମିଥୁଦାସ ଓ ସ୍ବାମୀ ଲକ୍ଷିକାନ୍ତ ଦାସ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରକାଶ କରିଛନ୍ତି କି ? । ସ୍ବର୍ଗତ ସମ୍ଭୁନାଥ ଦାସଙ୍କର ୩ ଭାଇ ମଧ୍ଯରୁ ବର୍ତ୍ତମାନ ଭାନୁଚରଣ ଦାସ ଜୀବିତ ଅଛନ୍ତି ।ହେଲେ ଘରବାଡି ର ପ୍ଲଟ ନଂ: ୩୪୨.୩୪୩ ଏବଂ ଏ ୦.୫୨୦ ଢିସମିଲ ଘରବାଡି ଓଗେର ୩ ଜଣଙ୍କ ନାମରେ ନାମିତ ଥିବା ବେଳେ ପାଟିସନ ହୋଇ ନାହିଁ ସମସ୍ତ ଜାଗା ଓଗେର ଅଛି । ମାତ୍ର ଚଞ୍ଚକତାକରି ତୃତୀୟ ପକ୍ଷ ଭାନୁଚରଣ ଦାସ ମିତାରାଣୀ ଦାସ ଓ ପୁଅ ଆଶିଷ ଦାସଙ୍କୁ ୧୦ ଡ଼ି ସିମିଲ ଜାଗା କୁ ବିକ୍ରିକରିଛନ୍ତି । ଯାହାଫଳରେ ଅନ୍ଯ ଦୁଇ ପକ୍ଷ ଜାଣି ନାହାନ୍ତି । ସମସ୍ତ ସମ୍ପତି ଓଗେର ଥିବା ବେଳେ କେମିତି ୧୦ ଡିସିମିଲ ବିକ୍ରିହେଲା ତାହା ସନ୍ଦେହ ଘେରରେ ରହିଛି ।ଏ ନେଇ ଉକ୍ତ ଘଟଣା କୋର୍ଟରେ ବିଚାରାଧିନ ଥିବା ସ୍ଥଳେ . ମିତାରାଣୀ ଦାସ ପୁଅ ଆଶିଷ କୁମାର ଦାସ ସେହି ଜାଗାରେ ଜୋର ଜବର ଦସ୍ତ ଘର ତୋଳୁଛନ୍ତି । ତାଙ୍କୁ ଘର ତିଆରିକରିବାକୁ ମନା କରିବାରୁ ଆମକୁ ମାରି ଦେବାର ଧମକ ଦେବା ସହିତ ଉଲଗ୍ନ ହୋଇ ମୋତେ ଗୋଡାଉଅଛି ।ଓ ଅଶାଳିନ ଭାଷା ପ୍ରୟୋଗ କରୁଛି ଯାହାଫଳରେ ମୁଁ ଆଜି ସାମ୍ବାଦିକ ସମ୍ମିଳନୀ ମାଧ୍ଯମରେ ଜଣାଉ ଅଛି ମୋତେ ନ୍ଯାୟ ପ୍ରଦାନ କରାଯାଉ ।ଏବଂ ପ୍ରକୃତ ଘଟଣା ପୁଲିସ ପକ୍ଷରୁ ତଦନ୍ତ କରାଯାଇ ।ଏନେଇ ମୁଁ ଅନ ଲାଇନ ମାଧ୍ଯମରେ କେସ କରିଅଛି ।ଯଦି ପୁଲିସ ପକ୍ଷରୁ ମୋତେ ନ୍ଯାୟ ନମିଳେ ତେବେ ବସ୍ତା ଥାନା ଆଗରେ ମୁଁ ଶ୍ରୀମତୀ ମିଥୁ ଦାସ ସ୍ବାମୀ ଲକ୍ଷ୍ମୀଧର ଦାସ ଆମରଣ ଅନସନ ରେ ବସିବୁ । 



ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l