ଡ ଦାମୋଦର ରାଉତ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପୂର୍ବରୁ ଭଙ୍ଗା ଯାଇଛି ପିଣ୍ଡି
କଟକ, ୦୧/୦୫ ( ଦେବୀଦତ୍ତ ଶିବପ୍ରସାଦ ନାୟକ ) : ଡ ଦାମୋଦର ରାଉତ ଜଣେ ବିଜ୍ଞ ରାଜନୀତିଜ୍ଞ ଥିଲେ।ତେବେ ନିଜ ନିର୍ବାଚନ ମଣ୍ଡଳୀରେ ତାଙ୍କର ଗୋଟିଏ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଅଞ୍ଚଳ ବାସୀ ଇଚ୍ଛା ରହିଥିଲା, ନିଷ୍ପତି କ୍ରମେ ନିର୍ଦ୍ଧାରିତ ସ୍ଥାନରେ ଗୋଟିଏ ପିଣ୍ଡି ତିଆରି କରାଯାଇଥିଲା, କିନ୍ତୁ ବିଡ଼ମ୍ବନା ର ବିଷୟ ମୂର୍ତ୍ତି ସ୍ଥାପନ ପୂର୍ବରୁ ସେ ପିଣ୍ଡି କୁ କିଏ ଭାଙ୍ଗି ଦେଇଛି। ସ୍ଥାନୀୟ ଅଞ୍ଚଳର ଲୋକ ମାନେ ନିରପକ୍ଷେ ତଦନ୍ତ ଦାବି କରିଛନ୍ତି, ଏହି ପରିପ୍ରେକ୍ଷୀରେ ରେ ସମାଜସେବୀ ସଞ୍ଜୀବ ବିଶ୍ଵାଳ ଘୋର ନିନ୍ଦା କରିଛନ୍ତି।
କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକ