Hot Posts

6/recent/ticker-posts

ଭଦ୍ରକ ଜିଲାରେ ବିଜେପି ମହିଳା ସଂଘଟନ ର ରମିତା ପାଢ଼ୀ ନୂତନ ସଭାନେତ୍ରୀ ।

ଭଦ୍ରକ, ୦୯/୦୫ ( ମାନସ କୁମାର ସାହୁ ) : ସୂଚନା ମୁତାବିକ- ଆଜି ଭଦ୍ରକ ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମ ବିଜେପି ମହିଳା ସଙ୍ଘଟନ ତରଫରୁ ଜିଲ୍ଲାରେ ନୂତନ ବିଜେପି ଦଳର ମୁଖ୍ୟ ମହିଳା ସଭାନେତ୍ରୀ ଭାବେ ରମିତା ପାଢୀଙ୍କୁ ଚୟନ କରାଯାଇଛି।ସେ ମହିଳା ସଙ୍ଘର ସଭନେତ୍ରୀ ଭାବେ ସଂଘଟନ ର ନେତୃତ୍ୱ କୁ ସୃଦୃଢ଼ ଓ ମହିଳା ମାନଙ୍କୁ ନୂତନ ଶକ୍ତି ମିଳିବା ସହ ମହିଳା କର୍ମୀମାନଙ୍କୁ ଅଧିକ ଉତ୍ସାହିତ କରାଇବା ହେବେ ବୋଲି ସୂଚନା ମିଳିଛି।